ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯଦି ଘରଟି ତରବରିଆ ଭାବରେ ହୋଇଥାଏ, ତାହାର ସୌନ୍ଦର୍ଯ୍ୟ ମନକୁ ଛୁଇଁପାରେନି। ଠିକ୍‌ ସେହିଭଳି ସୁସ୍ଥ ଶିଶୁଟିଏ ପାଇଁ ଆଗରୁ ବାପା, ମା’ଙ୍କୁ ଶାରୀରିକ ଓ ମାନସିକ ଭାବରେ ପ୍ରସ୍ତୁତ ହେବାକୁ ପଡ଼ିଥାଏ।

ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରୁ ପ୍ରସୂତି ବିଶେଷଜ୍ଞ ଦ୍ୱାରା ପରାମର୍ଶ ନେଲେ ଓ ନିୟମିତ ଚେକ୍‌ଅପ୍‌ କଲେ ଗର୍ଭଜନିତ ଗୁରୁତର ଜଟିଳତା ବା ହାଇ ରିସ୍କ ଗର୍ଭଧାରଣକୁ ଏଡ଼ାଇପାରିବା।

ତେବେ ଗର୍ଭଧାରଣ କରିବାକୁ ଯୋଜନା ରଖୁଥିଲେ ସେ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ। ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MothersDay #MotherCare #PregnancyPlanning #HealthAwareness #AmaSwasthyAmaJibana

 

Comment