ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଆଥଲେଟିକ୍ସ କୋଚ୍ ଅରୁଣ କୁମାର ଦାସଙ୍କ ଅବଦାନ ଅତୁଳନୀୟ।

ଓଡ଼ିଶା କ୍ରୀଡ଼ା ଜଗତର ଜଣେ ପରିଚିତ ନାଁ ଅରୁଣ କୁମାର ଦାସ। ଆଥଲେଟିକ୍ସ କ୍ରୀଡ଼ାରେ ରାଜ୍ୟ ପାଇଁ ସେ ଆଣିଛନ୍ତି ଅନେକ ଗୌରବ। ଜଣେ ସଫଳ କୋଚ୍ ଭାବରେ ଅନେକ ଯୁବ କ୍ରୀଡ଼ାବିତଙ୍କୁ ଗଢ଼ିବାରେ ଅରୁଣ କୁମାର ଦାସଙ୍କର ଅବଦାନ ଅତୁଳନୀୟ।

କ୍ରୀଡ଼ା କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ୨୦୦୫ ମସିହାରେ ତାଙ୍କୁ ମିଳିଛି ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’। ଓଡ଼ିଶାଲାଇଭ୍‌ର ସାପ୍ତାହିକ କ୍ରୀଡ଼ା ସାକ୍ଷାତକାର ସୋ’ – ‘ସ୍ପୋର୍ଟସ୍ ଟକ୍ ୱିଥ୍ ସମ୍ବିତ’ର ଷଷ୍ଠ ଅଧ୍ୟାୟରେ ଦେଖନ୍ତୁ ଅରୁଣ କୁମାର ଦାସଙ୍କ କ୍ରୀଡ଼ା ଜୀବନ ଯାତ୍ରା।

Tags: #SportsTalkWithSambit #Athletics #VeteranAthleticsCoachArunKumarDas #Sports

Comment