ଓଡ଼ିଶାଲାଇଭ୍ ବ୍ୟୁରୋ

‘ଟୁ ସାର୍ ୱିଥ୍ ଲଭ୍‌’ – କବି ଜୟନ୍ତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ କଟକ ହେରିଟେଜ ୱାକ୍‌ସ ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହୋଇଥିଲା ଏଭଳି ଏକ ସ୍ମୃତିସଭା। ଏଥିରେ କବିଙ୍କୁ ନେଇ ନିଜର ସ୍ମୃତି ବଖାଣିଥିଲେ ଲେଖକ, ଛାତ୍ର ଏବଂ ଜୟନ୍ତ-ଅନୁରାଗୀ।

କବିଙ୍କ ଆତ୍ମଜୀବନୀ ‘ଭୋର ମୋତିର କାନଫୁଲ’ ଓ ବିଭିନ୍ନ କବିତା ପାଠ, କାର୍ଯ୍ୟକ୍ରମରେ ଭରିଦେଇଥିଲା ଜୟନ୍ତ-ଜୀବନ-ସ୍ମୃତି। ଦେଖନ୍ତୁ ଭିଡିଓ।

Tags: #jayantamahapatra #poetry #memory

Comment