ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନ ପାଇଁ ସଚେତନ ହେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ମାସ ୧ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।

ବୟସ୍କମାନେ ଫିଟ୍ ରହିବା ଆବଶ୍ୟକ। ସେମାନେ ଫିଟ୍ ରହିବା ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିଛି।

ବୟସ୍କ ଲୋକମାନଙ୍କୁ ବିଭିନ୍ନ କାରଣରୁ ଘରେ ରହିବାକୁ ପଡ଼େ। ଫଳରେ ସେମାନଙ୍କ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ। ସେମାନଙ୍କ ଚାଲିବା ବୁଲିବା କଷ୍ଟକର ହୋଇଥାଏ।

ତେବେ ବୟସ୍କ ଲୋକମାନେ କିପରି ଫିଟ୍‌ ରହିବେ? ସେନେଇ ଜଣାଶୁଣା ଫିଜିଓଥେରାପିଷ୍ଟ ଡାକ୍ତର ସୁନୀଲ ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #InternationaldayforElderly #Physiotherapy #Exercise #Treatment #HealthyLife #OdiaHealthTips

Comment