ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’୭ ତାରିଖରେ ହେବାକୁ ଥିବା ମକ୍ ଡ୍ରିଲ୍ ଲାଗି ଓଡ଼ିଶାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟର ୧୨ଟି ଜିଲ୍ଲାରେ ଏହି ମକ୍ ଡ୍ରିଲ୍ କରାଯିବ। ଗାଁରୁ ସହର ପର୍ଯ୍ୟନ୍ତ ମକ୍ ଡ୍ରିଲ୍ ହେବ।
ଉପକୂଳ ଅଞ୍ଚଳଗୁଡ଼ିକରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ) ତରଫରୁ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଯିବ। ଏନେଇ ଓଏସଡିଏମଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି। ଦେଖନ୍ତୁ ଭିଡିଓ।
Tags: #MockDrill #warzone #pakistan #pahalgam #kashmir #OSDMA


















