ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଉପରେ ଭାରତର ମିସାଇଲ୍ ଅଟାକ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ କହିଛନ୍ତି ପହଲଗାମ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଭାରତ ପାଇଁ ବିଜୟର ଯାତ୍ରା ‘ଅପରେସନ ସିନ୍ଦୂର’। ପାକିସ୍ତାନ ଆଜି ଭାରତର ଶକ୍ତି ଦେଖିଲା। ଭାରତକୁ ନାଲି ଆଖି ଦେଖାଇବାର ପରିଣାମ ଭୋଗିଲା ପାକିସ୍ତାନ।

Tags: #CMOdisha #MohanCharanMajhi #OperationSindoor #Pahalgam #Waralert

Comment