ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖାପାଖି ୨୦୦ ବର୍ଷ ଧରି ଭାରତରେ ଶାସନ କରିଥିଲେ ଇଂରେଜମାନେ। ତେବେ ଭାରତର ଏପରି ଏକ ରାଜ୍ୟ ରହିଛି, ଯେଉଁଠି ଇଂରେଜମାନେ କେବେ ଶାସନ କରିପାରି ନଥିଲେ।

ଏହି ରାଜ୍ୟଟି ହେଉଛି ଗୋଆ। ଗୋଆରେ ଇଂରେଜମାନେ କେବେ ଶାସନ କରିପାରି ନଥିଲେ। କାରଣ ପର୍ତ୍ତୁଗୀଜମାନେ ପ୍ରାୟ ୪୫୦ବର୍ଷ ପର୍ଯ୍ୟନ୍ତ ଗୋଆ ଉପରେ ଶାସନ ଜାରି ରଖିଥିଲେ। ଇଂରେଜମାନେ ଭାରତ ଆସିବା ପୂର୍ବରୁ ଏବଂ ଭାରତ ଛାଡ଼ିବା ପରେ ମଧ୍ୟ ଗୋଆ ପର୍ତ୍ତୁଗୀଜମାନଙ୍କ ଅଧୀନରେ ରହିଥିଲା। ପରେ ୧୯୬୧ ମସିହା ଡିସେମ୍ବର ୧୯ ତାରିଖରେ ଗୋଆକୁ ମୁକ୍ତ କରାଯାଇ ଭାରତ ସହ ଅନ୍ତର୍ଭୁକ୍ତ କରାଯାଇଥିଲା।

Tags: #Goa #BritishRule #India 

Comment