ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା ହୋଇଛି।
ଭୁବନେଶ୍ୱର – ଅନନ୍ତ ନାରାୟଣ ଜେନା
ଖୋର୍ଦ୍ଧା – ବିଭୂତି ଭୂଷଣ ବଳବନ୍ତରାୟ
ଅନୁଗୁଳ – ମହେନ୍ଦ୍ର ବସ୍ତିଆ
ବାଲେଶ୍ୱର – ରବୀନ୍ଦ୍ର ଜେନା
ବରଗଡ଼ – ବିଜୟ ରଞ୍ଜନ ସିଂହ ବରିହା
ଭଦ୍ରକ – ଜଗନ୍ନାଥ ସ୍ୱାଇଁ
ବଲାଙ୍ଗିର – ଟୁକୁନି ସାହୁ
ବୌଦ୍ଧ – ମହିଧର ରଣା
କଟକ – ଦେବାଶିଷ ସାମନ୍ତରାୟ
ଦେବଗଡ଼ – ରୋମାଞ୍ଚ ବିଶ୍ୱାଳ
ଢେଙ୍କାନାଳ – ପ୍ରଫୁଲ ମଲ୍ଲିକ
ଗଜପତି – ପ୍ରଦୀପ ନାୟକ
ଗଞ୍ଜାମ – ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି
ଯାଜପୁର – ସରୋଜ ମହାପାତ୍ର
ଝାରସୁଗୁଡ଼ା – କିଶୋର ମହାନ୍ତି
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂହଦେଓ
କନ୍ଧମାଳ – ସରୋଜ କର୍ଣ୍ଣ
କେନ୍ଦ୍ରାପଡ଼ା – ଉତ୍କଳ କେଶରୀ ପରିଡ଼ା
କେନ୍ଦୁଝର – ମାଧବ ସର୍ଦ୍ଦାର
କୋରାପୁଟ – ଇଶ୍ୱର ପାଣିଗ୍ରାହୀ
ମାଲାକାନଗିରି – ପୂର୍ଣ୍ଣଚନ୍ଦ୍ର ବାକା
ପୁରୀ – ମହେଶ୍ୱର ମହାନ୍ତି
ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି
ମୟୂରଭଞ୍ଜ ସଦର –କାଶୀନାଥ ହେମ୍ବ୍ରମ
ନବରଙ୍ଗପୁର – ରମେଶ ମାଝି
ନୟାଗଡ଼ – ରମେଶ ବେହେରା
ନୂଆପଡ଼ା – ମନୋଜ ମିଶ୍ର
ରାୟଗଡ଼ା – ସୁଧୀର ଦାସ
ରାଉରକେଲା – ସାରଦା ନାୟକ
ସମ୍ବଲପୁର – ସିଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର – ସରୋଜ କମ୍ପ
ସୁନ୍ଦରଗଡ଼ – ବିନୟ ଟପ୍ପୋ