ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଆଜି ଯୁବପିଢ଼ି ଲେଖାଲେଖି ପ୍ରତି ଆଗ୍ରହ ଦେଖାଉଛନ୍ତି। ସେମାନଙ୍କ ଗଳ୍ପ, ଉପନ୍ୟାସ ମନକୁ ଛୁଉଁଛି। କିନ୍ତୁ ଏହାକୁ ନେଇ ସେମାନେ କ୍ୟାରିୟର ସ୍ୱପ୍ନ ଯଦି ଦେଖୁଥିବେ, ତାହେଲେ ତାଙ୍କୁ ସମସ୍ୟା ହୋଇପାରେ। କାରଣ ଲେଖାରୁ ପ୍ରଶଂସାରୁ ମିଳିପାରେ କିନ୍ତୁ ଓଡ଼ିଶାରେ ରୋଜଗାର କରିହୁଏନି’’, କହିଛନ୍ତି ବିଶିଷ୍ଟ ଲେଖିକା ଡକ୍ଟର ସରୋଜିନୀ ସାହୁ।

ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ। ତାଙ୍କ ଲିଖିତ ଗଳ୍ପ, ଉପନ୍ୟାସ ପାଠକ ମହଲରେ ବେଶ ଆଦୃତ। ସାହିତ୍ୟ ଜଗତକୁ ତାଙ୍କର ଏଇ ବିଶେଷ ଅବଦାନ ଲାଗି ସେ ଶାରଳା ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି।

ଓଡ଼ିଶାଲାଇଭର ବିଶେଷ ସାକ୍ଷାତକାରରେ ଦେଖନ୍ତୁ ବିଶିଷ୍ଟ ଲେଖିକା ଡକ୍ଟର ସରୋଜିନୀ ସାହୁଙ୍କ ସମ୍ପର୍କରେ।

Tags: #DrSarojiniSahoo #Author #Literature #OdiaLiterature #Odisha

LEAVE A REPLY

Please enter your comment!
Please enter your name here