ବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ କମ୍ପିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଶୁକବ୍ରାର ଦିନ ୧୦ଟା ୩୦...
ଓଡ଼ିଶାରେ କଏଦୀଙ୍କ ପାଇଁ ଇ-ମୁଲାକାତ ସେବା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଜେଲ ଅନ୍ତେବାସୀଙ୍କୁ ତାଙ୍କ ପରିବାର ସଦସ୍ୟ ସହଜରେ ସାକ୍ଷାତ କରିପାରିବେ। ଏଥିପାଇଁ ଜେଲରେ ଆରମ୍ଭ ହୋଇଛି ଇ-ମୁଲାକାତ ସେବା। ରାଜ୍ୟସରକାର ଇ-ମୁଲାକାତ ସେବା ପାଇଁ ଜେଲ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଥିବାବେଳେ,...
କଟକ-ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ଡେଇଁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ତମାମ ପେଟ୍ରୋଲ ଓ ଡ଼ିଜେଲ ଦାମ ବଢି ଚାଲିଥିବା ବେଳେ ଭୁବନେଶ୍ୱର ଓ କଟକରେ ମଧ୍ୟ ଏହି ଦର ବୃଦ୍ଧି ପାଇ ଚାଲିଛି। ଲଗାତର ୯ ଦିନ ପାଇଁ ଏହି...
ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ମଙ୍ଗଳବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବଡ଼ବିଲ...
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଓ ‘ନିଖୋଜ ପୋଷ୍ଟର’କୁ ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଦାବି ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେବାପରେ ଶେଷରେ ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଭୁବନେଶ୍ୱରରେ ପହଞ୍ଚିବାପରେ ଏକ ସାମ୍ବାଦିକ...
ସମ୍ରେ ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ନେଲେ ଯୋଗ ଶିକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି।
ଡକ୍ଟର୍ସ...
ଉତ୍କଳ ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ମର୍ଯ୍ୟାଦା ଦାବି କଲେ ସାଂସଦ ଅଚ୍ୟୁତ ସାମନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାହ୍ୟା ଦାବି କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଲୋକସଭାରେ ରାଷ୍ଟ୍ରପତି ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ସେ...
ବାଇ ଲ’ ପ୍ରସଙ୍ଗରେ ସାଂସଦ ଅପରାଜିତା ଚୁପ୍ – ଭୁବନେଶ୍ଵରରେ ଲାଗିଲା ‘ନିଖୋଜ’ ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇ-ଲ' ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବ ରହିବାକୁ ନେଇ ତେଜିଛି ରାଜନୀତି।
ପୁରୀ ଶ୍ରୀମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ହୋଇଥିଲା ବେଳେ ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ' ବଳବତ୍ତର...
ମୁଣ୍ଡବିହୀନ ଶବର ଖୁଲାସା କଲା ପୋଲିସ – ବିବାହ ବିବାଦରୁ ହୋଇଥିଲା ମୁଣ୍ଡକାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ମହିଳାଙ୍କ ନାମ ପୁଷ୍ପଲତା ରାଉଳ। ସେ ମଞ୍ଚେଶ୍ଵରର ଧୀରକୁଟ ବସ୍ତିରେ ରହୁଥିଲେ। ବିବାହ ବିବାଦ ପାଇଁ ତାଙ୍କୁ ହତ୍ୟା...
ମୁଣ୍ଡବିହୀନ ଶବ ମିଳିବା ଘଟଣା – ଆଜି ଅପରାହ୍ଣରେ ମୃତକଙ୍କ ପରିଚୟ ଦେବ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଅନ୍ଧାରୁଆ ଦାସପୁର ରାସ୍ତାକଡ଼ରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ୮ଦିନର ବ୍ୟବଧାନ ପରେ ପୋଲିସକୁ ମିଳିଛି ସଫଳତା। ଏନେଇ ଗୁରୁବାର ଅପରାହ୍ଣରେ କମିସନରେଟ ପୋଲିସ ସାମ୍ବାଦିକ...





















