କାହିଁକି ନବୀନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ରାଜ୍ୟ ରାଜନୀତିରେ ଆଜି ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ଅପରାଜିତା ଷଡ଼ଙ୍ଗୀ। ସ୍ୱଚ୍ଛ ଭୂବନେଶ୍ୱର...

ମଞ୍ଜରିଦେବୀ କଲେଜ ଆଣ୍ଡ ସ୍କୁଲ ଅଫ ନର୍ସିଂରେ ୧୦ଟି ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ବାଳକାଟିସ୍ଥିତ ମଞ୍ଜରିଦେବୀ କଲେଜ ଆଣ୍ଡ ସ୍କୁଲ ଅଫ ନର୍ସିଂରେ ୧୦ଟି ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍‌ ୪୩ଟି ପୋଷ୍ଟ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି...

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା – ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି-କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶ...

ସମ୍ ହସ୍ପିଟାଲରେ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ ଚିକିତ୍ସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ୟୁନିଭର୍‌ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲର ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟେସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ କର୍ଣ୍ଣନଳୀରେ...

ମୋ’ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋ’ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବିଭାଗ ସାମିଲ ହୋଇଛି। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି...

ୟୁନାଇଟେଡ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ପଟିଆସ୍ଥିତ ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସୋସିଏଟ୍‌ ପ୍ରଫେସର୍‌: (ମାର୍କେଟିଂ, ଫାଇନାନ୍ସ, ଏଚ୍‌ଆର୍‌, କମ୍ପ୍ୟୁଟର ସାଇନ୍ସ,) ଶିକ୍ଷାଗତ ଯୋଗ୍ୟତା– ପିଏଚ୍‌ଡି...

ରାଜଧାନୀର ଟ୍ରାଫିକରେ ଫସିଲା ଆମ୍ବୁଲାନ୍ସ, ଚାଲିଗଲା ୫ ବର୍ଷର ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ରାଫିକ୍ ଜାମ ନେଲା ୫ ବର୍ଷ ଶିଶୁର ଜୀବନ। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରେ ଏକ ଆମ୍ବଲାନ୍ସ ଟ୍ରାଫିକ୍ ଭିଡରେ ଫସି ରହିବା କାରଣରୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ନୀରୋଦ ନାୟକ ଜଣେ...

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନରେ ଏଗ୍ରିକଲ୍‌ଚର୍‌ ଫିଲ୍ଡ ଅଫିସର୍‌ ପଦବୀ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (କେନ୍ଦ୍ରୀୟ ମହିଳା କୃଷି ସଂସ୍ଥା) ଅଧୀନରେ ଏଗ୍ରିକଲ୍‌ଚର୍‌ ଫିଲ୍ଡ ଅଫିସର୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୯ ତାରିଖ ସକାଳ ୧୧ଟା...

ଅଲୌକିକ କଳିଙ୍ଗ ମହୋତ୍ସବ ଉଦଘାଟିତ, ମନୋଜ ଦାସଙ୍କୁ ମିଳିଲା କଳିଙ୍ଗ ସାହିତ୍ୟ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୁତର୍ଥ ଅଲୌକିକ କଳିଙ୍ଗ ମହୋତ୍ସବରେ ପଦ୍ମବିଭୂଷଣ ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଚତୁର୍ଥ ଅଲୌକିକ କଳିଙ୍ଗ ମହୋତ୍ସବ ଉଦଘାଟିତ ଦ୍ୱିଭାଷୀ ଲେଖକ ମନୋଜ ଦାସଙ୍କୁ ମିଳିଲା କଳିଙ୍ଗ...