ବିଶ୍ୱ ଦକ୍ଷତା କେନ୍ଦ୍ରର ୨୭ ଛାତ୍ରଛାତ୍ରୀଙ୍କୁ ୟୁଏଇରେ କାମ କରିବା ଲାଗି ମିଳିଲା ନିଯୁକ୍ତି ସୁଯୋଗ, ଶୁଭେଚ୍ଛା ଜଣାଇଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୭ ଜଣ ଛାତ୍ରଛାତ୍ରୀ ସଂଯୁକ୍ତ ଆରବ ରାଷ୍ଟ୍ର ବା ୟୁଏଇର ଏକ ପ୍ରତିଷ୍ଠିତ କମ୍ପାନି ଏମରିଲରେ କାମ କରିବା ଲାଗି ସୁଯୋଗ ପାଇଛନ୍ତି। ଶନିବାର ଦିନ ବିଶ୍ୱ...

ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩ – ୩ ଦିନ ଧରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା...

ଓଡ଼ିଶାଲାଇଭ ବ୍ୟୁରୋ  (ଭୁବନେଶ୍ୱର): ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଚାଲିଥିବା ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’ ଶୁକ୍ରବାର ଦିନ ଶେଷ ହୋଇଯାଇଛି। ଭୁବନେଶ୍ୱରଠାରେ ୩ ଦିନ ଧରି...

ପୁରୀ ଜିଲ୍ଲାରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପୁରୀ ଜିଲ୍ଲରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ...

ଜମି ବନ୍ଦୋବସ୍ତ ଆଇନ-୧୯୮୩ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମି ବନ୍ଦୋବସ୍ତ ଆଇନ-୧୯୮୩କୁ ଅଧିକ ସରଳ କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟରେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଏଥିରେ ଖାସମାହାଲ, ନଜୁଲ, ଗ୍ରାମକଣ୍ଠ କରମବୋକ ଓ ଆବାଦୀ କିସମର ଜମିକୁ...

ଭୁବନେଶ୍ୱରରେ ମଶା ଦମନ କରିବ ଡ୍ରୋନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ମଶା ଦାଉରେ ନୟାନ୍ତ ହେଲେଣି ଭୁବନେଶ୍ୱର ବାସିନ୍ଦା। ମଶା ଉତ୍ପତ୍ତି ସ୍ଥାନଗୁଡ଼ିକରେ ଡ୍ରୋନ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରାଯିବ ବୋଲି ଶୁକ୍ରବାର...

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ: ୧୯ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୧୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ଏଠାରେ କିଛି ନୂଆ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

ଏକ୍ସଆଇଏମ ବିଶ୍ଵବିଦ୍ୟାଳୟ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ସ୍ଥିତ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ କମ୍ୟୁନିକେସନ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବର୍ତ୍ତମାନର ଡିଜିଟାଲ ଯୁଗରେ ମିଡିଆରେ ଅତ୍ୟାଧୁନିକ ଗବେଷଣା ଓ...

ଜମି ରେକର୍ଡ ଡିଜିଟାଇଜେସନରେ ସବୁଠୁ ଆଗରେ ଓଡ଼ିଶା – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମି ରେକର୍ଡର କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହେଲା ଗୋଲଡେନ୍ ଜେନେରେସନ ହେଲ୍ପଲାଇନ୍: ଉପକୃତ ହେବେ ବରିଷ୍ଠ ନାଗରିକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=b1kiHlqWKcA] ବରିଷ୍ଠ ନାଗରିକଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଗୋଲଡେନ ଜେନେରେସନ ହେଲ୍ପଲାଇନ ବ୍ୟବସ୍ଥା। ୧୮୦୦୫୭୨୫୦୦୦ ନମ୍ବରକୁ କଲ୍ କରି ସମସ୍ତ ପ୍ରକାର...

ବିଜେପିର ମିଶନ ୨୦୨୪: ଭୁବନେଶ୍ଵରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରି ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଭୁବନେଶ୍ଵରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ...