ବଦଳି ଆଦେଶରେ ମୃତ ପୋଲିସ ଅଧିକାରୀଙ୍କ ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲିସ ବିଭାଗର ଅଜବ କାରନାମା। ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇସାରିଛି କିନ୍ତୁ ବଦଳି ଅର୍ଡରରେ ତାଙ୍କ ନାଁ ରହିଛି। ଏଥିପାଇଁ ବିଭାଗକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଛି। ଏଭଳି ଘଟଣା...
କଟକରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଘରେ ହେବ କୋଭିଡ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପରେ ଏବେ କଟକରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏଣିକି ଦିବ୍ୟାଙ୍ଗ ଓ ୭୦ବର୍ଷରୁ ଅଧିକ ବୟସ୍କ ଯେଉଁମାନେ...
କଟକ ଜିଲ୍ଲାରେ ଦୈନିକ କୋଭିଡ୍ ସଂକ୍ରମଣ ହଜାରେ ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲାରେ ଦୈନିକ କୋଭିଡ୍ ସଂକ୍ରମଣ ହଜାରେ ପାର୍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରୁ ୧,୦୫୨ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା...
କଟକକୁ ଫେରିଲା କରୋନା କଟକଣା – ମେ’ ୩ରୁ ୧୫ ଯାଏଁ ଦିନ ୨ଟାରୁ ବନ୍ଦ ରହିବ ଦୋକାନ...
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସହରରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏହି କଟକଣା ନିଷ୍ପତ୍ତି ସରକାର...
ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଏସ୍ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ଜନିତ ସଟ୍ଡାଉନ ବେଳେ କଟକ ଏସ୍ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ କରିଛି ଜୟ ଜଗନ୍ନାଥ ସେବା ସମିତି। ଟ୍ରଷ୍ଟର ସଦସ୍ୟମାନେ ରବିବାରଦିନ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ...
କୋଭିଡ୍ ସମୟରେ ବରିଷ୍ଠ ନାଗରିକଙ୍କ ଘରେ ଜରୁରୀ ସେବା ପହଞ୍ଚାଉଛି ‘ସେନ୍ସିକେୟାର’ : ଷ୍ଟାର୍ଟଅପ୍ ପ୍ରତିଷ୍ଠାତା
ଅଭିପ୍ସା ବରାଳ
କୋଭିଡ୍ ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କୁ ହାତପାହାନ୍ତାରେ ବିଭିନ୍ନ ପ୍ରକାରର ସେବା ଯୋଗାଉଥିବା ‘ସେନ୍ସିକେୟାର’ ଷ୍ଟାର୍ଟଅପ୍ କମ୍ପାନିର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ସହିତ ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର।
କୋଭିଡ୍ ମହାମାରୀ ସମୟରେ ସବୁଠାରୁ...
ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା – କଟକରୁ ୧୩ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା। ବିଭିନ୍ନ ଜିଲ୍ଲାକୁ ଫେରିଥିବା କୁମ୍ଭମେଳା ଫେରନ୍ତା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏମାନଙ୍କ ପାଇଁ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି...
ରାଜ୍ୟରେ ଔଷଧ କଳାବଜାରୀ ରୋକିବ ଫ୍ଲାଇଙ୍ଗ ସ୍କ୍ୱାଡ୍ – ଟୁଇନ ସିଟି ଉପରେ ନଜର ରଖିବେ ୭ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଓଡ଼ିଶାରେ ହେବନି ଔଷଧ କଳାବଜାରୀ। କରୋନା ସଂକ୍ରମଣ ସମୟରେ ଏହାକୁ ରୋକିବା ପାଇଁ ଗଠନ କରାଯାଇଛି ଫ୍ଲାଇଙ୍ଗ ସ୍କ୍ୱାଡ୍। ଟୁଇନ ସିଟି ପାଇଁ ୭ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଥିବାବେଳେ,...
ପୋଲିସ ଆଖିରେ ଧୂଳି ଦେଇ ଖସିଗଲା ହାଇଦର – ୫ଦିନ ପରେବି ମିଳୁନି ପତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଖ୍ୟାତ ଅପରାଧୀ ହାଇଦର ଫେରାର୍ ଘଟଣାକୁ ୫ ଦିନ। ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ। ଜମ୍ବୁରୁ ବାଂଲାଦେଶ ଯାଇଥିବା ସନ୍ଦେହ।
କୁଖ୍ୟାତ ଅପରାଧୀ ହାଇଦର୍ ଫେରାର ଘଟଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା...
ଟୁଇନସିଟିରେ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ – ବିବାହ ଉତ୍ସବରେ ୧୦୦ ବଦଳରେ ୫୦ଙ୍କୁ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୁଇନସିଟିରେ ଲାଗୁହେଲା ନୂଆ ନିୟମ। କମିସନରେଟ ପୋଲିସ ପକ୍ଷରୁ ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ ବିଏମ୍ସି ଗାଇଡଲାଇନ ଅନୁସାରେ, ବିବାହ ଉତ୍ସବରେ...





















