ପ୍ରତିବର୍ଷ ୩୦ଲକ୍ଷ ଜୀବନ ନେଉଛି ମଦ୍ୟପାନ: ଡ଼ାକ୍ତର ଏନଏନ ରାଜୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏହା ମୋଟ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ। ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ଚେଷ୍ଟା...
୨୦୨୩ ହକି ବିଶ୍ୱକପ୍ ପାଇଁ ଜୋରଦାର ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ ହକି ପୁରୁଷ ବିଶ୍ୱକପ୍ରେ ବ୍ୟାପକ ସଫଳତା ପାଇବା ପରେ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍...
ପୂଜା ପାଇବେ ୫୦ ଫୁଟ୍ ଉଚ୍ଚ ଗଣେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ହଟିବା ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଖୁବ୍ ଧୂମଧାମରେ ହେବାକୁ ଯାଉଛି ଗଣେଶ ପୂଜା। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇସାରିଛି ପୂଜା ଆୟୋଜନ।...
ପୁରୀ ଜିଲ୍ଲା ବନ୍ୟାଞ୍ଚଳ ସମୀକ୍ଷା: ଜଳଘେରରେ ୨୦୧ ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗତ କିଛି ଦିନ ଧରି ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।
ଦୟା, ଭାର୍ଗବୀ, କୁଶଭଦ୍ରା,...
ରାଜ୍ୟ ଓ ଜାତୀୟ ରାଜପଥରେ ହେଲମେଟ୍ ଯାଞ୍ଚ କଡ଼ାକଡ଼ି: ଦିନକରେ କଟିଲା ୨,୦୭୩ ଇ-ଚାଲାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଚକିଆ ଯାନ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ଅଧିକାଂଶ ଦୁଇ ଚକିଆ ଯାନ ଆରୋହୀ କେବଳ ଭୁବନେଶ୍ଵର ସହରରେ ହେଲମେଟ୍ ପିନ୍ଧୁଥିବାବେଳେ ଜାତୀୟ କିମ୍ବା ରାଜ୍ୟ...
ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩...
କହୁଥିଲେ ସରିବନି – ବିରେନ ମିଶ୍ରଙ୍କ କଥା
ବିଶ୍ଵଜିତ ସାହୁ
[youtube https://www.youtube.com/watch?v=lWShDk4Uzp8]
ଅଭିନୟ ଏବଂ ଭଏସଓଭର କ୍ଷେତ୍ରରେ ବିରେନ ମିଶ୍ରଙ୍କ ଦୀର୍ଘଦିନର ଅନୁଭୂତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାର।
‘କଥା ଦେଇ ଯିଏ କଥା ନ...
ମୁଣ୍ଡଳିରେ ୧୨ ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ
ଓଡିଶାଲାଇଭ୍ ବ୍ୟୁରୋ
ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗୋଟିଏ ଗୋଟିଏ କରି ବର୍ତ୍ତମାନ ସୁଦ୍ଧା ହୀରାକୁଦରୁ ୪୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏପଟେ କଟକ ଜିଲ୍ଲା ମୁଣ୍ଡଳିଠାରେ ମହାନଦୀ ବିପଦ ସଙ୍କେତ...
୧୯ରେ ଆସୁଛି ଆଉ ଏକ ଲଘୁଚାପ!
ଓଡିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ...
‘ଦୟା’ରେ ବଢ଼ୁଛି ଜଳସ୍ତର: ଜଳଘେରରେ କଣାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଣ୍ଡଳିକୁ ଆସୁଥିବା ବନ୍ୟାଜଳ ବିଭିନ୍ନ ନଦୀରେ ପହଞ୍ଚିବା ଫଳରେ ଜଳସ୍ତର ବିପଦ ସଙ୍କେତ ଟପିଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦୟା, ଭାର୍ଗବୀ, ରାଜୁଆ, ମଲାଗୁଣି ଏବଂ କୁଶଭଦ୍ରା ନଦୀରେ ବନ୍ୟା...




















