ମାହାଙ୍ଗା ହତ୍ୟା ଘଟଣା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏବେ ପୁଣିଥରେ ତାଙ୍କୁ ଏହି ପ୍ରସଙ୍ଗ...

ଭୁବନେଶ୍ୱରରେ କେଉଁଠି ହେବ ଟିକାକରଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅପେକ୍ଷାର ଅନ୍ତ ଘଟିଲା। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ। ଟିକା ପହଞ୍ଚିବା ପରେ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ଦେଖାଯାଇଛି। ଟିକାକରଣ ଲାଗି ରାଜ୍ୟରେ ୧୬୨ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୁବ କଂଗ୍ରେସର କଳା ପତାକା ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ, ଡିଜେଲ ଦରର ଅହେତୁକ ବୃଦ୍ଧି ଏବଂ ନୂଆ କୃଷି ଆଇନ ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୁବ କଂଗ୍ରେସ ଦେଖାଇଲା କଳା ପତାକା। ମଙ୍ଗଳବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ...

ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସହାୟକ ହେଉଛି ସ୍ଲରି ପାଇପ୍‌ଲାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ କର୍ମଶାଳା ଆୟୋଜିତ। ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥର ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି। ତା’ସହିତ ଏହାଦ୍ୱାରା ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ...

ପୁରୀ ହାଜତ ମୃତ୍ୟୁକୁ ଅସ୍ଵୀକାର କଲେ ରାଜ୍ୟ ସରକାର – ହାଇକୋର୍ଟରେ ଦାଖଲ ହେଲା ସତ୍ୟପାଠ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଘଟଣାଟି ଏକ ହାଜତ ମୃତ୍ୟୁ ହୋଇନଥିବା ଏହି ରିପୋର୍ଟରେ ସରକାର ଉଲ୍ଲେଖ କରିଥିବା ସୂଚନା ମିଳିଛି। ଏଥିସହ...

ଭୁବନେଶ୍ୱରରେ ଟିକାକରଣ – ପ୍ରଥମ ପର୍ଯ୍ୟାୟରେ ଟିକା ନେବେ ୨୪ ହଜାର ହସ୍ପିଟାଲ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରରେ ଟିକାକରଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାକୁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା...

ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ସପ୍ତାହରେ ଗୋଟିଏ ଦିନ ମନ୍ଦିରକୁ ସାନିଟାଇଜ କରିବା ପାଇଁ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା...

ଜାନୁଆରି ୨୧ରୁ ଜଗା ଦର୍ଶନ ପାଇଁ ଦରକାର ହେବନି କରୋନା ନେଗେଟିଭ୍ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୨୧ରୁ ଶ୍ରୀମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ ଦୈନିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ସକାଳ ୭ଟାରୁ ଦର୍ଶନ ଆରମ୍ଭ, ପୁରୀବାସୀଙ୍କ ପାଇଁ ୬ଟା ବୟସ୍କଙ୍କ ପାଇଁ...

କୋହଳ ହେବ କି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା?

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବାର ଯେଉଁ ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି ତାହାକୁ ପରିବର୍ତ୍ତନ କରାଯାଇପାରେ। ଭକ୍ତମାନେ ଯେପରି ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିପାରିବେ ସେନେଇ...

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶିଷ୍ଟ ସିଭିଟିଏସ୍ ସର୍ଜନ ବନ ବିହାରୀ ମିଶ୍ରଙ୍କ ଯୋଗଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡାକ୍ତର ବନ ବିହାରୀ ମିଶ୍ର ସିନିୟର କନ୍‌ସଲ୍‌ଟାଣ୍ଟ୍ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡାକ୍ତର ବନ ବିହାରୀ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍‌ରେ ୧୩...