କଟକରେ ଭୋକିଲା ପେଟକୁ ଦାନା ଯୋଗାଉଛି ଅଭିଷେକଙ୍କ ‘ରୁଟି ବ୍ୟାଙ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଶିଶୁ ସମାଜସେବୀ ଅଭିଷେକ ସାହୁ, ଗରିବ ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ 'ରୁଟି ବ୍ୟାଙ୍କ'। (କଟକରୁ ବିଶ୍ଵଜିତ ସାହୁ): ଯଦି ଆପଣଙ୍କ ଘରେ ରୁଟି ବଳି ପଡୁଛି,...

ଜଗା ଦର୍ଶନ କରିବାକୁ ଯାଉଛନ୍ତି କି? ଜାଣନ୍ତୁ ନୂଆ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ କୋହଳ ହୋଇଛି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା। ଏଣିକି ପୂର୍ବପରି ସବୁଦିନ ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ। ଶୁକ୍ରବାର ଅର୍ଥାତ୍ ଆଜିଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି। କୋଭିଡ ନିୟମ ସହିତ...

ଉତ୍କଳ ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ମର୍ଯ୍ୟାଦା ଦାବି କଲେ ସାଂସଦ ଅଚ୍ୟୁତ ସାମନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାହ୍ୟା ଦାବି କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଲୋକସଭାରେ ରାଷ୍ଟ୍ରପତି ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ସେ...

ବଣାଇଁରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର, ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିବ ମାଗଣାରେ କୋଚିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣାଇଁଠାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ସୁନ୍ଦରଗଡ଼ ଓ ରାଉରକେଲା...

ବାଇ ଲ’ ପ୍ରସଙ୍ଗରେ ସାଂସଦ ଅପରାଜିତା ଚୁପ୍ – ଭୁବନେଶ୍ଵରରେ ଲାଗିଲା ‘ନିଖୋଜ’ ପୋଷ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଇ-ଲ' ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବ ରହିବାକୁ ନେଇ ତେଜିଛି ରାଜନୀତି। ପୁରୀ ଶ୍ରୀମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ହୋଇଥିଲା ବେଳେ ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ' ବଳବତ୍ତର...

ମୁଣ୍ଡବିହୀନ ଶବର ଖୁଲାସା କଲା ପୋଲିସ – ବିବାହ ବିବାଦରୁ ହୋଇଥିଲା ମୁଣ୍ଡକାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ମହିଳାଙ୍କ ନାମ ପୁଷ୍ପଲତା ରାଉଳ। ସେ ମଞ୍ଚେଶ୍ଵରର ଧୀରକୁଟ ବସ୍ତିରେ ରହୁଥିଲେ। ବିବାହ ବିବାଦ ପାଇଁ ତାଙ୍କୁ ହତ୍ୟା...

ଏଣିକି ରବିବାର ବି ଖୋଲାରହିବ ଶ୍ରୀମନ୍ଦିର – ଆନନ୍ଦବଜାରରେ ମହାପ୍ରସାଦ ଖାଇପାରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ   ଏଣିକି ରବିବାର ଖୋଲାରହିବ ଶ୍ରୀମନ୍ଦିର ସବୁଦିନେ ଦର୍ଶନ କରିପାରିବେ ଭକ୍ତ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ମିଳିଲା ଅନୁମତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଖୁସି...

ମୁଣ୍ଡବିହୀନ ଶବ ମିଳିବା ଘଟଣା – ଆଜି ଅପରାହ୍‌ଣରେ ମୃତକଙ୍କ ପରିଚୟ ଦେବ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଅନ୍ଧାରୁଆ ଦାସପୁର ରାସ୍ତାକଡ଼ରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ୮ଦିନର ବ୍ୟବଧାନ ପରେ ପୋଲିସକୁ ମିଳିଛି ସଫଳତା। ଏନେଇ ଗୁରୁବାର ଅପରାହ୍‌ଣରେ କମିସନରେଟ ପୋଲିସ ସାମ୍ବାଦିକ...

ବାଇ-ଲ’ କ’ଣ ଓ ଏହାକୁ ନେଇ କାହିଁକି ଚାଲିଛି ରାଜନୀତି?

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପାଇଁ ଲାଗିଥିବା ବାଇ-ଲ' ପ୍ରତ୍ୟାହାର ପରେ ତେଜିଛି ରାଜନୀତି। ସବୁ ମହଲରେ ପ୍ରତିବାଦ ସ୍ୱର ଉଠିବାପରେ ପୁରୀ ଶ୍ରୀମନ୍ଦିରରୁ ବାଇ-ଲ'କୁ ପ୍ରତ୍ୟାହାର କରାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ...

ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସ୍ପଷ୍ଟୋକ୍ତି – ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଏ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ଚଳିତ ବର୍ଷ ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତି ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ...