ନୂଆବର୍ଷରେ ହୋଇପାରିବନି ଲିଙ୍ଗରାଜଙ୍କ ଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର ଡିସେମ୍ବର ୨୭ରୁ ୩୧ କେବଳ ସେବାୟତଙ୍କୁ ଦର୍ଶନର ସୁଯୋଗ ନୂଆବର୍ଷ ଭିଡ଼ ପାଇଁ ୧ ଏବଂ ୨ ତାରିଖ ମନ୍ଦିର ବନ୍ଦ ରହିବ ...

ରାଜଧାନୀରେ ବଡ଼ଦିନ ପାଳନ ପାଇଁ ସ୍ୱତନ୍ତ୍ର ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ବଡ଼ଦିନ ପାଳନ ପାଇଁ ଖ୍ରୀଷ୍ଟିଆନମାନଙ୍କୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି। ଡିସେମ୍ବର ୨୫ରେ ଖ୍ରୀଷ୍ଟମାସରେ ସେମାନେ ଚର୍ଚ୍ଚ ଯାଇପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ତେବେ ଯେଉଁ ଚର୍ଚ୍ଚ ଖ୍ରୀଷ୍ଟମାସ...

ସୋଆ ଏସ୍ଏଚ୍ଏମ୍‌ରେ ୧୧ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋଆ ହସ୍ପିଟାଲିଟି ଓ ଟୁରିଜିମ୍ ଫ୍ୟାକଲ୍ଟି ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ୧୧ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି। ଜୟପୁର ଜଗନ୍ନାଥ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର...

ପୁରୀ ହାଜତ ମୃତ୍ୟୁ ମାମଲାରେ ଏସ୍‌ପିଙ୍କ ସତ୍ୟପାଠ – ୩ ନିରପେକ୍ଷ ସଂସ୍ଥା ଦ୍ଵାରା ଚାଲିଛି ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବାସେଳୀ ସାହି ଥାନା ହାଜତ ମୃତ୍ୟୁ ମାମଲାର ତଦନ୍ତ ତିନୋଟି ସ୍ୱାଧୀନ ଏବଂ ନିରପେକ୍ଷ ସଂସ୍ଥା ଦ୍ଵାରା କରାଯାଉଛି। ଜାତୀୟ ମାନବାଧିକାର କମିସନ ଘଟଣାର ତଦନ୍ତ ଲାଗି ଜଣେ ଅବସରପ୍ରାପ୍ତ...

ସୈନିକ ସ୍କୁଲରେ ନାମଲେଖା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୈନିକ ସ୍କୁଲରେ ନାମଲେଖା ପାଇଁ ଘୁଞ୍ଚିଲା ଆବେଦନ ତାରିଖ ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ ମିଳିବ...

ଆସ କିଏ ଖାଇବ କଟକ ଚାଉଳିଆଗଞ୍ଜର ‘ଥ୍ରୀ ଇନ୍ ଓ୍ଵାନ୍ ବରା’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଥ୍ରୀ ଇନ୍ ଓ୍ଵାନ୍ ବରା ଖାଇବାକୁ ଛୁଟି ଆସୁଛନ୍ତି ଗ୍ରାହକ। (କଟକରୁ ବିଶ୍ଵଜିତ ସାହୁ): ଚଟପଟି ଛଣାଛଣି ଖାଇବା କଥା କହିଲେ ବରା ନାଁଟି ଆପେ ଆପେ ମୁହଁକୁ ଚାଲିଆସେ। ଜଳଖିଆ...

ଘରୋଇ ସ୍କୁଲର ମନ ଇଚ୍ଛା ଫି ଆଦାୟ ପ୍ରସଙ୍ଗ – ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଅଭିଭାବକ ସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ସ୍କୁଲର ଚଢ଼ା ଫି' ଆଦାୟ ପ୍ରତିବାଦ କରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ ହୋଇଛି। ଓଡ଼ିଶା ଅବିଭାବକ ଆସୋସିଏସନ ଫୋରମର ସଦସ୍ୟମାନେ ଘଣ୍ଟ, ହୁଳୁହୁଳି ପକାଇ...

ରାଉରକେଲା ESIC ମଡେଲ ହସ୍ପିଟାଲରେ ନିଯୁକ୍ତି ସୁଯୋଗ, ଡିସେମ୍ଵର ୧୮ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାର ESIC ମଡେଲ ହସ୍ପିଟାଲରେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୧୮ ତାରିଖ ପୂର୍ବରୁ ଆବେଦନ କରିପାରିବେ। ପଦବୀ ନାମ ଏବଂ...

ବଢ଼ିଲା ଶ୍ରୀମନ୍ଦିର ଖୋଲିବା ଆଶା, ଜାନୁଆରି ୩ରୁ ସାଧାରଣ ଦର୍ଶନକୁ ମିଳିପାରେ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବ୍‌ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ ଜାନୁଆରି ୧ ଓ ୨ ଦର୍ଶନ ବନ୍ଦ ଜାନୁଆରି ୩ରେ ସାଧାରଣ ଭକ୍ତଙ୍କୁ ଦର୍ଶନ ସୁବିଧା ୬୫ ବର୍ଷରୁ ଅଧିକ,...

ଚୋରା ବନ୍ଧୁକ କାରବାର ଘଟଣା – ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିସନରେଟ୍ ପୋଲିସ!

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲରେ ଥାଇ ମଧ୍ୟ ଚୋରା ବନ୍ଧୁକ କାରବାର ଚଳାଇଥିବା ଧଳସାମନ୍ତ ଭାଇଙ୍କୁ ରିମାଣ୍ଡରେ ନେଇପାରେ କମିସନରେଟ୍ ପୋଲିସ। ବନ୍ଧୁକ ଚୋରା ଚାଲାଣ ନେଇ ପୋଲିସ ତାଙ୍କୁ ଅଧିକ ପଚରାଉଚୁରା କରିବ ବୋଲି...