ରାଉରକେଲା: ପରଲୋକଗତ ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ହୋଇଥିବା ରାଉରକେଲାର ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।...

ଆମ ଲୋକକଳା ଆମ ସଂସ୍କୃତି – ଦେଶିଆ ନାଟ, ଗଣା ବଜାରେ ଦୁଲୁକିଲା ମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=7Jo-RxDizvQ] ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 'ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ମଙ୍ଗଳବାର ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଲୋକକଳାର ପ୍ରଚାର...

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ରାଜ୍ୟରେ ସୁନ୍ଦରଗଡ଼ ଶ୍ରେଷ୍ଠ ଜିଲ୍ଲା: ଆବର୍ଜନାମୁକ୍ତ ସହର ଭାବେ ରାଉରକେଲାକୁ ‘ୱାନ୍ ଷ୍ଟାର’ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ମାନ୍ୟତା ପାଇଛି। ସହରାଞ୍ଚଳରେ ପରିମଳ ପରିଚାଳନା...

ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ରାଉରକେଲାର ତାରିଣୀ ମାତା ମନ୍ଦିର ପ୍ରସାଦକୁ ମିଳିଲା ଏଫଏସଏସଏଆଇ ‘ଭୋଗ’ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାର ପାନପୋଷ ରୋଡରେ ଥିବା ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଲା ନୂଆ ପରିଚୟ। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ...

ସ୍ମାର୍ଟ ସିଟିର ନୂଆ ଧାରା

କପିଳାସ ଭୂୟାଁ ଚାଲ ଚା’ ପିଇବା। ପରସ୍ପରକୁ ଭେଟିବା ଓ କଥା ହେବା। ଏଥିରେ ନୂଆ କଣ? ଚା’ କିମ୍ବା କଫି ପିଇବା ଓ କଥା ହେବା ତ ମଣିଷର ସାମାଜିକ ଚଳଣି। କାହିଁ...

ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବିଶ୍ୱର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ମୋ’କଲେଜ ଅଧ୍ୟକ୍ଷଙ୍କ ଆହ୍ୱାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ଅଗ୍ରଣୀ ତଥା ଅନ୍ତର୍ଜାତୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଏହାର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତୁ। ମୋ’ କଲେଜ...

ଆଇଟିସି ହୋଟେଲ୍ସ ପକ୍ଷରୁ ଭୁବନେଶ୍ୱରରେ ‘ୱେଲକମ୍‌ହୋଟେଲ’ର ଶୁଭାରମ୍ଭ – ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଟିସି ହୋଟେଲ୍ସ ପକ୍ଷରୁ ରାଜଧାନୀ ଭୁବନେଶ୍ଵରରେ 'ଓ୍ଵେଲକମ୍‌ହୋଟେଲ'ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ହୋଟେଲ ଦ୍ଵାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଅଧିକ...

ଜେଟ୍‌ୱର୍କ: ସମ୍ଭାବନାର ସମୟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=JQ1ac5-hmZQ] ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ଗ୍ଲୋବାଲ୍ ୟୁନିକର୍ନ ‘ଜେଟ୍‌ଓ୍ୱର୍କ’ କମ୍ପାନିର ସହ-ପ୍ରତିଷ୍ଠାତା ଓ ସିଇଓ ଅମୃତ ଆଚାର୍ଯ୍ୟଙ୍କ ସହ...

ରାଜଗାଙ୍ଗପୁରରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ତିଆରି ହେଉଛି ସୁଆଦିଆ ଜଳଖିଆ ମିଶନଶକ୍ତି ମା’ଙ୍କୁ ମିଳୁଛି ରୋଜଗାର ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ...

‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ନୂଆ ଅଧ୍ୟାୟରେ ୟୁନିକର୍ନ ‘ଜେଟ୍‌ଓ୍ଵର୍କ’ର ସହ-ପ୍ରତିଷ୍ଠାତା ଓ ସିଇଓ ଅମୃତ ଆଚାର୍ଯ୍ୟଙ୍କ ସଫଳତାର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=JQ1ac5-hmZQ] ଅମୃତ ଆଚାର୍ଯ୍ୟ। ଯୁବ ଓଡ଼ିଆ ଉଦ୍ୟୋଗୀ। ଭାରତ ଏବଂ ଅନ୍ତର୍ଜାତୀୟ ବଜାରରେ କାରବାର କରୁଥିବା ୟୁନିକର୍ନ 'ଜେଟ୍‌ଓ୍ଵର୍କ' କମ୍ପାନିର ସହ-ପ୍ରତିଷ୍ଠାତା ଓ ସିଇଓ। ବୟସ ତାଙ୍କର ୩୩ ବର୍ଷ। ତାଙ୍କ...