ଓଡ଼ିଆ ଝିଅ ମୋନା ବିଶ୍ଵରୂପା ମହାନ୍ତିଙ୍କୁ ଦୁବାଇର ‘ଗୋଲ୍ଡେନ ଭିସା’
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁନାଇଟେଡ ଆରବ ଏମିରଟ(ୟୁଏଇ)ର ଗୋଲ୍ଡେନ୍ ଭିସା ମିଳିଛି। ଏହି ସମ୍ମାନ ପାଇଁ ସେ ଦୁବାଇରେ ୧୦ବର୍ଷ ପର୍ଯ୍ୟନ୍ତ ରହିପାରିବେ।...
ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଅର୍ଥ ସେବାର ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏଥିସହ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ମଧ୍ୟ କରାଯାଇଛି।...
ଆଜିଠୁ ଭୁବନେଶ୍ୱରରେ ସ୍ପୁଟନିକ୍-ଭି ପାଇଁ ପଞ୍ଜୀକରଣ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆସି ପହଞ୍ଚିଛି ଋଷ୍ ନିର୍ମିତ ଟିକା ସ୍ପୁଟନିକ୍-ଭି। କେୟାର ହସ୍ପିଟାଲକୁ ଏହାର ୬ଶହ ଡୋଜ୍ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ବର୍ତ୍ତମାନ ୧୮ରୁ ୪୪ବର୍ଷ ବୟସର ହିତାଧିକାରୀଙ୍କୁ...
ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା। ହିତାଧିକାରୀମାନେ କୋ-ୱିନ ଆପ ଜରିଆରେ ପଞ୍ଜୀକରଣ କରି କିମ୍ବା ସିଧାସଳଖ ହସ୍ପିଟାଲକୁ...
ଓଡ଼ିଶାରେ ଦ୍ଵିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର
ଭାସ୍କର ପରିଚ୍ଛା
ଇତି ମଧ୍ୟରେ ଓଡ଼ିଶାରେ ଦ୍ଵିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପିତ ହୋଇଯାଇଛି। ପୁରୀ-ବ୍ରହ୍ମଗିରି ରାସ୍ତାରେ ସିପସରୁବାଲିଠାରେ ଏହା ନିର୍ମାଣ କରାଯିବ। ଦୁଇ ସପ୍ତାହ ତଳେ ଏୟାରପୋର୍ଟ ଅଥରିଟି ଅଫ...
ଭୁବନେଶ୍ଵର ଘରୋଇ ହସ୍ପିଟାଲରେ କୋଭିଡ ଟିକା ଦାମ୍ କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଅଧିକାଂଶ ଲୋକ ଟିକା ପାଇଁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। କାରଣ ସେଠାରେ ବିନା ମୂଲ୍ୟରେ ଟିକା...
ତେଲ ଦର ବୃଦ୍ଧି ଓ ବର୍ଷା ଯୋଗୁଁ ରାଜଧାନୀରେ ପନିପରିବା ଦାମ ଅକାଶଛୁଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାତାର ତେଲ ଦର ବୃଦ୍ଧି ଓ ବର୍ଷା କାରଣରୁ ରାଜଧାନୀ ଭୁବନେଶ୍ଵରରେ ପରିବା ଦର ଏବେ ଅକାଶଛୁଆଁ ହୋଇଛି। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବା ହେତୁ ରାଜଧାନୀକୁ...
ଖାଁ ଖାଁ ବଡ଼ଦାଣ୍ଡ, ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ପାଇଁ ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଛି।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଏହା ଆଦ୍ୟପର୍ବ। ଏହି ଦିନରେ ଚତୁର୍ଦ୍ଧା ମୂର୍ତ୍ତି ବଡ଼ ଦେଉଳୁ ବାହାରି...
ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ – କଟକଣା ଭିତରେ ଜୋରସୋରରେ ଚାଲିଛି ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ହୋଇଯାଇଛି। ଜୁନ୍ ୨୪ରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କରୋନା ସଙ୍କଟ ଟଳିନଥିବାରୁ ସ୍ନାନ...
ଯୋଗ ପ୍ରତି ନାହିଁ ଆଦର – ଭୁବନେଶ୍ୱରରେ ମାତ୍ର ୧୭ପ୍ରତିଶତ ବ୍ୟକ୍ତି କରନ୍ତି ଯୋଗାଭ୍ୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ବର୍ତ୍ତମାନ ସାରା ବିଶ୍ୱରେ ଯୋଗକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଭୁବନେଶ୍ୱରବାସୀଙ୍କ ମନରେ ଯୋଗକୁ ନେଇ ଏତେଟା ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳୁନାହିଁ। ଏଠାରେ ମାତ୍ର...





















