୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ଦାବିରେ ଅନଶନ କରିବେ ଯାତ୍ରା କଳାକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଦାବିରେ ସୋମବାରଠୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ ଆମରଣ ଅନଶନ କରିବ ଯାତ୍ରା ସଂଘ। ଆସନ୍ତା...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ – କରୋନା ଟିକାକରଣରେ କାହାକୁ ଦିଆଯିବ ପ୍ରାଥମିକତା, ନିଷ୍ପତ୍ତି ନେବେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଟିକା ପ୍ରଦାନ କ୍ଷେତ୍ରରେ କେଉଁ ବର୍ଗର ଲୋକଙ୍କୁ ପ୍ରାଥମିକତା ଦିଆଯିବ, ସେନେଇ କେବଳ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାପାଇଁ ହାଇକୋର୍ଟରେ ଏକ...

୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ରାଜ୍ୟର ୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ପ୍ରସ୍ତୁତି – ଏଥର ରାତି ୧୦ଟାରେ ଉଠିବ ମହାଦୀପ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ରାତି ୧୦ ଟା ସୁଦ୍ଧା ବାବା ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ। ଏନେଇ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ...

ବିଧାନସଭା ବଜେଟ୍ ଅଧିବେଶନ – ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ମୁଲତବି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖା ଦେଇଛି । ଗୃହରେ ହଙ୍ଗାମା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଚାଷୀ ଓ ଧାନମଣ୍ଡି ସମସ୍ୟାକୁ...

ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ପାଇଁ ଶୁଳ୍କ ଲାଗିବ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ଏଣିକି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ...

ବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ କମ୍ପିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଶୁକବ୍ରାର ଦିନ ୧୦ଟା ୩୦...

ଓଡ଼ିଶାରେ କଏଦୀଙ୍କ ପାଇଁ ଇ-ମୁଲାକାତ ସେବା ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଜେଲ ଅନ୍ତେବାସୀଙ୍କୁ ତାଙ୍କ ପରିବାର ସଦସ୍ୟ ସହଜରେ ସାକ୍ଷାତ କରିପାରିବେ। ଏଥିପାଇଁ ଜେଲରେ ଆରମ୍ଭ ହୋଇଛି ଇ-ମୁଲାକାତ ସେବା। ରାଜ୍ୟସରକାର ଇ-ମୁଲାକାତ ସେବା ପାଇଁ ଜେଲ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଥିବାବେଳେ,...

କଟକ-ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ଡେଇଁଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶ ତମାମ ପେଟ୍ରୋଲ ଓ ଡ଼ିଜେଲ ଦାମ ବଢି ଚାଲିଥିବା ବେଳେ ଭୁବନେଶ୍ୱର ଓ କଟକରେ ମଧ୍ୟ ଏହି ଦର ବୃଦ୍ଧି ପାଇ ଚାଲିଛି। ଲଗାତର ୯ ଦିନ ପାଇଁ ଏହି...
chakiri 3

କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୧୨ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜୁନିଅର କ୍ଲର୍କ ଏବଂ ଜୁନିଅର କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୨ ସୁଦ୍ଧା...