ଭୁବନେଶ୍ୱରରୁ ଆଉ ୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ଶନିବାର ଆଉ ୯ ପଜିଟିଭ୍ ଚିହ୍ନଟ ହେବା ସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ଏନେଇ ବିଏମସି...
ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବନକଲାଗି ନୀତି ଶେଷ ହେବା ପରେ ଆଜି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ ବିଦ୍ୟାପତି...
ଆଜିଠୁ ୪ ଦିନିଆ ବ୍ରହ୍ମପୁର ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍ଡାଉନ୍ ରହିବ ବ୍ରହ୍ମପୁର ସହର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା...
ରାଜଧାନୀରେ କରୋନା ମୁକାବିଲା – ବସ୍ତି ଉପରେ ଫୋକସ୍, ପ୍ରତି ୱାର୍ଡରେ ସଚେତକ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ରୋକିବାକୁ ପ୍ରତି ୱାର୍ଡରେ ସଚେତକ କମିଟି
ସଚେତକ ଆପ୍ ଡାଉନଲୋଡ କରିବାକୁ ପରାମର୍ଶ
ବସ୍ତି ଅଞ୍ଚଳରେ ନଜର ରଖିଛି ବିଏମସି
ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱର ଫେରିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ
ଭୁବନେଶ୍ୱରରେ...
ସାମାଜିକ ଦୂରତା ନିୟମ ଭାଙ୍ଗିଲେ ପିସିସି ସଭାପତି, ୫ ଶହ ଟଙ୍କା ଫାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫ ଶହ ଟଙ୍କା ଫାଇନ୍। କରୋନା କଟକଣା ଭିତରେ ସେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଏହି ଫାଇନ୍ କରାଯାଇଛି।
ଆଜି କରୋନା ପରିଚାଳନାରେ...
କରୋନାମୁକ୍ତ ହେବ ବାହୁଡ଼ା ଯାତ୍ରା – ଦୁଇଟି ରାଉଣ୍ଡରେ ହେବ ୬ ହଜାର କରୋନା ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ କରୋନାମୁକ୍ତ କରିବାକୁ ତତ୍ପର ହୋଇଛି ପ୍ରଶାସନ। ଏଥିପାଇଁ ଦୁଇଟି ରାଉଣ୍ଡରେ ସେବାୟତମାନଙ୍କର ମୋଟ ୬ ହଜାର କରୋନା ପରୀକ୍ଷା କରାଯିବ। ଯେଉଁ ସେବାୟତଙ୍କର କରୋନା ରିପୋର୍ଟ ପଜିଟିଭ୍...
ବ୍ରହ୍ମପୁରରେ କରୋନା କଟକଣା – କାଲିଠୁ ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କାଲିଠାରୁ ଆସନ୍ତା ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍ଡାଉନ୍ ରହିବ ବ୍ରହ୍ମପୁର ସହର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ...
ଗୁଣ୍ଡିଚା ମନ୍ଦିରରେ ମିଳିଲା ମହାପ୍ରଭୁଙ୍କ ଆଡ଼ପ ଅବଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା। ଗତକାଲି ମହାପ୍ରଭୁ ରଥରୁ ଯାଇ ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି। ତେଣୁ ଆଜିଠୁ ମହାପ୍ରଭୁଙ୍କ ପାଖରେ ଆଡ଼ପ ଅବଢ଼ା ଭୋଗ ହୋଇଛି।
କରୋନା କଟକଣା ଯୋଗୁଁ...
ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=4V_pI5TuG9c
ଗୋବର୍ଦ୍ଧନ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ପ୍ରଥମେ ବଳଭଦ୍ର, ଦ୍ୱିତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଯାଇ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ।...
ପୁରୀରେ ୧୧୪୩ ସେବାୟତଙ୍କ କରୋନା ଟେଷ୍ଟ – ଜଣେ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଜଣେ ସେବାୟତଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଏହି ସେବାୟତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ...





















