ବିଧାନସଭାରେ ମିଳୁନି ସଠିକ୍ ଉତ୍ତର – ମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ ସଭ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ପ୍ରଶ୍ନ ପଚରା ଯାଉଛି ଗୋଟେ, ହେଲେ ଉତ୍ତର ମିଳୁଛି ଆଉ ଗୋଟେ। ଏହାକୁ ନେଇ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଛି। ବିରୋଧୀ ଦଳ ସରକାରଙ୍କୁ ଏହି ପ୍ରସଙ୍ଗକୁ ନେଇ ଘେରିଥିଲେ।
ଆଜି...
ପୂଜାରୀଙ୍କ ବଜେଟରେ ‘ପୁଷ୍ଟି’ ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ପାଇଁ ଆଣିଥିବା ବଜେଟରେ ଗୋଟିଏ ନୂଆ କଥା ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ପାଇଁ ବ୍ୟାପକ ଅର୍ଥ...
IIT ଭୁବନେଶ୍ୱର ଅଧୀନରେ ନିଯୁକ୍ତି: ଗୁରୁବାର ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଆଇଆଇଟି ଅଧୀନରେ ଥିବା ଏସ୍.କେ ଦାସ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅଫ୍ ବାୟୋସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ (SKBET) ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ...
ଚଳିତବର୍ଷ କେତେ ସଂଗ୍ରହ ହୋଇଛି ଧାନ? – ଗୃହରେ ରିପୋର୍ଟ ରଖିବାକୁ ରୁଲିଂ ଦେଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାନ ସଂଗ୍ରହକୁ ନେଇ ଆଜି ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ଏହି ଉଦ୍ବେଗ ପରେ ବାଚସ୍ପତି ବିଧାୟକ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ...
ଦେଢ଼ ଲକ୍ଷ କୋଟିର ବଜେଟ୍ – ଏଥର କୃଷି, ଶିକ୍ଷା, ତୀର୍ଥସ୍ଥଳକୁ ଫୋକସ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ନୂଆ ତରିକାରେ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ଚିରା ଚରିତ ଢଙ୍ଗରୁ ବାହାରି ଏଥର...
ବଜେଟରେ ଶିକ୍ଷା ଉପରେ ଫୋକସ୍: ମୋ’ ସ୍କୁଲ ପାଇଁ ୪୦ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଜେଟ୍-୨୦୨୦ରେ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ...
ଓଡ଼ିଶା ବଜେଟ୍-୨୦୨୦: କୃଷି କ୍ଷେତ୍ରର ବିକାଶ ପାଇଁ ୧୯ ହଜାର ୪୦୮ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଓ କୃଷକଙ୍କ ବିକାଶ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି। କୃଷି କ୍ଷେତ୍ରର...
ଓଡ଼ିଶା ବଜେଟ୍-୨୦୨୦: ଏଥର ଡିଜିଟାଲ ମେଥଡ୍ରେ ଉପସ୍ଥାପିତ ହେବ ବଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ କିଛି ସମୟ ପରେ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବ ବଜେଟ୍। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷ ପ୍ରଥମ ଥର...
ପୁରୀ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ବିଭିନ୍ନ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସାକ୍ଷୀଗୋପାଳସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଫେବ୍ରୁଆରି ୨୭ ତାରିଖ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି...
ଆଉ ଦୁଇ ଦିନ ପରେ ମହାଶିବରାତ୍ରୀ: ସିସିଟିଭି ନଜରରେ ରହିବ ଲିଙ୍ଗରାଜ ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର ଦୁଇ ଦିନ ପରେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି...





















