ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡା ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନକୁ ଆସିଥିବା ୮ଟି ଆନାକୋଣ୍ଡା ମଧ୍ୟରୁ ଆଉ ଏକ ହଳଦିଆ ଆନାକେଣ୍ଡାର ମୃତ୍ୟୁ ହୋଇଛି। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆନାକୋଣ୍ଡାର ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ି ନାହିଁ।
ଏହା ପୂର୍ବରୁ...
ପୁଣି ଫେରୁଛି ଟ୍ରାଫିକ୍ ଜ୍ଵର, ସାବଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଡ଼ି ଚାଳକମାନେ ସାବଧାନ ହୋଇଯାଆନ୍ତୁ। ରାତି ପାହିଲେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ଯାଞ୍ଚ କଡ଼ାକଡ଼ି...
ଯୁବତୀଙ୍କୁ ବ୍ଲାକମେଲିଂ କରି ଗିରଫ ହେଲେ ହୋଟେଲ୍ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଦୁଇଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ। ଯୁବତୀ ଜଣକ ତାଙ୍କ...
ଚନ୍ଦ୍ରଶେଖର ପୁର, ଜୟଦେବ ବିହାରରେ ବିଡିଏ ବିକୁଛି ପ୍ଲଟ୍ – ଜାଣନ୍ତୁ, କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଜୟଦେବ ବିହାର ଓ ଚନ୍ଦ୍ରଶେଖର ପୁରରେ ଜମି କିଣିବାକୁ ଚାହୁଁଛନ୍ତି କି? ତେବେ ବିଡିଏ ଓ୍ୱେବ୍ସାଇଟ୍ www.bda.gov.in କୁ ଯାଇ ଆବେଦନ କରନ୍ତୁ। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ଭୁବନେଶ୍ଵରରେ ୨୫ଟି...
ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ମିଳିଲା ମଣିଷ କଙ୍କାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ନୟାପଲ୍ଲୀ ଆଇଆରସି ଭିଲେଜରେ ଏକ ଡଷ୍ଟବିନରୁ ମଣିଷ କଙ୍କାଳ ସହ ଖପୁରୀ, ହାଡ଼ ଠାବ ହୋଇଛି। ମଣିଷ କଙ୍କାଳ ଏକ ପଲିଥିନରେ ବନ୍ଧା ହୋଇପଡ଼ିଥିବା ଦେଖିବାକୁ ମିଳିଛି।
ଶୁକ୍ରବାର...
ଆରଟିଓରେ ଧସେଇ ପସିଲେ ଲୋକେ – ଅଟକାଇ ପାରିଲାନି ପୋଲିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Khu8GGVSgs0]
ଡିସେମ୍ବର ୧ରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ଖବର ଶୁଣିବା ପରେ ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ। ଏଥିପାଇଁ ଗତ ତିନି ଚାରି ଦିନ ହେବ ଭୁବନେଶ୍ୱର...
ପାଖେଇ ଆସୁଛି ଡିସେମ୍ବର ଏକ – ଲୋକଙ୍କୁ ଡରାଉଛି ଟ୍ରାଫିକ୍ ଚେକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର ଦୁଇ ଦିନ। ଦୁଇ ଦିନ ପରେ ଟ୍ରାଫିକ୍ ଟେକିଂ କଡ଼ାକଡ଼ି। ଗାଡ଼ିର କାଗଜପତ୍ର ନ ଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଫାଇନ୍। ଏଥିପାଇଁ ଦୁଇ ପରିବହନ କାର୍ଯ୍ୟାଳୟରେ...
ଆଜିଠୁ ୩ଦିନ ସମ୍ବଲପୁର ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି। ଏହି ଦାବି କରି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ଫଳରେ...
ସ୍ମାର୍ଟ ସିଟି ସିରିଜ – ୧୨ : ସ୍ମାର୍ଟ ବସ୍ ଷ୍ଟପ୍ଗୁଡ଼ିକ ପୁଣି କେବେ କାମ କରିବ?
କପିଳାସ ଭୂୟାଁ
ସହରାଞ୍ଚଳ ଯାତାୟାତ କ୍ଷେତ୍ରରେ ସ୍ମାର୍ଟ ସିଟି ଭୁବନେଶ୍ଵରରେ ଚାଲୁଥିବା ‘ମୋ ବସ’ର ସଫଳତା ପାଇଁ ଏହାର ପରିଚାଳନା ଦାୟିତ୍ଵରେ ଥିବା ‘ଦି କ୍ୟାପିଟାଲ ରିଜନ ଅରବାନ ଟ୍ରାନ୍ସପୋର୍ଟ’ ବା ‘କ୍ରୁଟ’କୁ ସାରା...
ଭୁବନେଶ୍ୱରରେ ଖୋଲିବ ଡିଜିଟାଲ୍ ମାର୍କେଟିଂ ତାଲିମ ଶିକ୍ଷାନୁଷ୍ଠାନ ଏନ୍ଆଇଏଚ୍ଟିର ଶାଖା
ଓଡ଼ିଶାଲାଇଭ୍ ବିଜ୍ନେସ୍ ବ୍ୟୁରୋ
ଭୁବନେଶ୍ୱରରେ ଫ୍ରାଞ୍ଚାଇଜି ଖୋଜୁଛି କମ୍ପାନି
ଡିଜିଟାଲ୍ ମାର୍କେଟିଂରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ
ବର୍ଷିକିଆ ମାଷ୍ଟର ପାଠ୍ୟକ୍ରମ ମଧ୍ୟ ରହିଛି
ମୁମ୍ବାଇ, ହାଇଦ୍ରାବାଦ, ଜୟପୁର ଓ ଅହମ୍ମଦାବାଦରେ ଖୋଲିବ
...





















