ଓଡ଼ିଶାଲାଇଭ୍‌ ବ୍ୟୁରୋ

ନନ୍ଦନକାନନକୁ ଆସିଥିବା ୮ଟି ଆନାକୋଣ୍ଡା ମଧ୍ୟରୁ ଆଉ ଏକ ହଳଦିଆ ଆନାକେଣ୍ଡାର ମୃତ୍ୟୁ ହୋଇଛି। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆନାକୋଣ୍ଡାର ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ି ନାହିଁ।

ଏହା ପୂର୍ବରୁ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା, ଯାହାର ଲମ୍ବ ଥିଲା ୨ ଫୁଟ୍‌ ଥିଲା।

ଅକ୍ଟୋବର ମାସରେ ମାଡ୍ରାସର କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଥିଲା ୮ଟି ଆନାକୋଣ୍ଡା। ଏହି ୮ଟି ଆନାକୋଣ୍ଡା ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାକି ୬ଟି ଆନାକେଣ୍ଡା ନନ୍ଦନକାନନରେ ଅଛନ୍ତି।

Comment