ନୂଆ ଗଢ଼ିବା ପାଇଁ ହେଲେ ପୁରୁଣା ଭାଙ୍ଗିବାକୁ ପଡ଼ିବ – ପ୍ରତାପ ଜେନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ‘‘ପୁରୀ ଶ୍ରୀମନ୍ଦିରର ବିକାଶ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶ୍ରୀମନ୍ଦିର ଚତଃପାର୍ଶ୍ୱକୁ ନୂଆ ଢାଞ୍ଚାରେ ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କିଛି ନୂଆ...

ବି.ଡ଼ି.ଏ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବି.ଡି.ଏ କଲୋନୀରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁଦିବସ ପାଳିତ ହୋଇଯାଇଛି। ଗୁରୁଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଆଶୁତୋଷ ରଥ ଯୋଗ ଦେଇଥିଲେ। ତାଙ୍କ ସହ ବିଦ୍ୟାଳୟର ସଭାପତି...

ସରକାରୀ ଅଫିସ ଉଠିବା ବିରୁଦ୍ଧରେ ‘ଆମ କଟକ’ ପକ୍ଷରୁ ଅଭିନବ ବିରୋଧ

ଓଡ଼ିଶାଲାଇଭ ବ୍ୟୁରୋ ହଜାରେ ବର୍ଷର କଟକରୁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବା ବିରୁଦ୍ଧରେ ଲଢେଇ ଜୋରଦାର ହୋଇଛି। କଟକର କିଛି ନାଗରିକ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଏ ନେଇ ଏକ...

ଆରଟିଓ ଅଫିସ୍‌ରେ ସୋରିଷ ପକେଇବାକୁ ଜାଗା ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରଙ୍କ ଦ୍ୱାରା ନୂଆ ମୋଟର ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍‌ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକ। ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର, କାଗଜପତ୍ର...

ବଦଳିବ ପୁରୀ ଚିତ୍ର: ସମ୍ନାକୁ ଆସିଲା ନକ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀର ହେବ ନବକଳେବର। ମହାପ୍ରଭୁଙ୍କ ନବକଳେବରର ଚାରି ବର୍ଷ ପରେ ଏବେ ପୁରୀ ସହରର ହେବ ନବକଳେବର। ପୁରୀର ନକ୍ସାକୁ ବଦଳାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପୁରୀକୁ ବିଶ୍ଵ...

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ – ଅନୁପ ଜଲୋଟାଙ୍କ ଭଜନରେ ବିଭୋର ହେଲେ ଦର୍ଶକ

ଓଡ଼ିଶାଲାଇଭ ବ୍ୟୁରୋ ଗୁରୁ କେଳୁଚରଣ ମହାପାତ୍ରଙ୍କ ୨୫ତମ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି। ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି। ଗୁରୁ...

ପୁରୀରେ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ ଆମିକସ୍‌ କ୍ୟୁରି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ବେଳେ ଏହାକୁ ନେଇ...

ପୁରୀ ମଠ ଉଚ୍ଛେଦ – ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପୁରୀ ମଠ ଉଚ୍ଛେଦରେ ଲାଗିଲା ରାଜନୀତିର ରଙ୍ଗ। ସରକାରଙ୍କୁ ଘେରିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଗ ଥଇଥାନ, ପଛେ ଉଚ୍ଛେଦ ଦାବି...

ଜାତୀୟ ପୋଷଣ ସପ୍ତାହରେ ସୁସ୍ଥ ରହିବା ପାଇଁ ଟିପ୍ସ ଦେଲା ସମ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଅସ୍ୱାସ୍ଥ୍ୟକର ଏବଂ ଅପୁଷ୍ଟିକର ଫାଷ୍ଟଫୁଡ୍‌ ଓ ଜଙ୍କ ଫୁଡ୍‌ ଖାଇବା ଲୋକଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଫଳରେ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ଏ ଦିଗରେ ସଚେତନତା...

ପୁରୀରେ ମଠ ମହନ୍ତଙ୍କୁ ଭେଟିଲେ ସମ୍ବିତ ପାତ୍ର – କହିଲେ, ‘‘ଆଗ ଥଇଥାନ, ପରେ ଉଚ୍ଛେଦ’’

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଭେଟିଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଦିନ ଯେତିକି ଗଡୁଛି, ପୁରୀରେ ମଠ ଉଚ୍ଛେଦକୁ ନେଇ ରାଜନୀତି ସେତିକି ବଢୁଛି। ବରିଷ୍ଠ ବିଜେପି ନେତା ବିଜୟ...