ବାହୁଡ଼ା ଯାତ୍ରା: ପହଣ୍ଡି ବିଜେ କରି ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ। ସୋମବାର ଦିନ ୧୧ଟା ସମୟରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ପରେ ରଥ ଉପରେ ବିଜେ...

ଆଜି ବଡ଼ଠାକୁରଙ୍କ ପାଖରେ ଲାଗି ହେବ ପୋଡ଼ପିଠା ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବଡ଼ଠାକୁରଙ୍କ ପାଖରେ ଲାଗି ହେବ ପୋଡ଼ପିଠା ଭୋଗ। ‘ପୋଡ଼ପିଠା’ ଓଡ଼ିଶାର ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ବଡ଼ଠାକୁରଙ୍କ ଲାଗି ଏହି ପିଠା ପ୍ରସ୍ତୁତ ହୋଇଥାଏ। ବିଶେଷକରି ବାହୁଡ଼ାଯାତ୍ରାରେ ମାଉସୀ ମା’ଙ୍କ...

ଆଜି ପବିତ୍ର ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜୀଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ। ଏନେଇ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି। ପୋଲିସ...

ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର, ପରେ ସ୍ଥାନାନ୍ତରିତ ହେବ ଅଳଙ୍କାର – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶାଲାଇଭ୍ ବ୍ୟୁରୋ ୪୬ ବର୍ଷର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରବିବାର ଦିନ ଉଭୟ ବାହାର ରତ୍ନଭଣ୍ଡାର ସହିତ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ଭିତର ରତ୍ନଭଣ୍ଡାର ତାଲା ଖୋଲିଲା ନାହିଁ। ତେଣୁ...

୪୬ ବର୍ଷର ଅପେକ୍ଷା ପରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର

ଓଡ଼ିଶାଲାଇଭ୍ ବ୍ୟୁରୋ ୪୬ ବର୍ଷର ଅପେକ୍ଷା ପରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର। ରବିବାର ଦିନ ୧ଟା ୨୮ର ଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲା ଯାଇଛି। ରତ୍ନଭଣ୍ଡାର କମିଟିର ୧୧ ଜଣ ସଦସ୍ୟ...

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର – ଆଇନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଏସଓପିକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। କେଉଁ ସମୟରେ ରତ୍ନଭଣ୍ଡାର...

ଅଡୁଆରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ: ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଲଳିତଙ୍କ ବିରୋଧରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ଆସିଷ୍ଟାଣ୍ଟ...

ଜାଣନ୍ତୁ, ତିନି ଦିଅଁଙ୍କ ତିନି ରଥର ରକ୍ଷକ ସାଜନ୍ତି କେଉଁ ଦେବଦେବୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସମୟରେ ତିନି ରଥରେ ବିରାଜମାନ ହୁନ୍ତି ଚତୁର୍ଦ୍ଧା ମୂର୍ତ୍ତି। ମହାପ୍ରଭୁଙ୍କ ଯାତ୍ରା ସମୟରେ ତିନି ରଥର ରକ୍ଷକ ସାଜିଥାନ୍ତି ଅନେକ ଦେବବେଦୀ। ଠାକୁରଙ୍ଖ ତିନି ରଥ ସଙ୍ଗେ ସଙ୍ଗେ...

ଡକ୍ଟର ଅରବିନ୍ଦ ପାଢ଼ୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବରିଷ୍ଠ ଆଇଏଏସ୍ ଅଧିକାରୀ ଡକ୍ଟର ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ...

ଯାଞ୍ଚ କମିଟି ସ୍ଥିର କରିଥିବା ତାରିଖରେ ଖୋଲିପାରେ ରତ୍ନଭଣ୍ଡାର – ଆଇନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରତ୍ନଭଣ୍ଡାର ଯାଞ୍ଚ କମିଟି ଯେଉଁ ତାରିଖ ସ୍ଥିର କରିଛି, ସେହି ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଗୁରୁବାର ଦିନ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ପରିଚାଳନ...