ପୁରୀ ‘ବ୍ଲୁ ଫ୍ଲାଗ’ ବେଳାଭୂମିରେ ‘ଦି ହ୍ଵାଇଟ୍ କ୍ରାବ୍’ କାଫେଟେରିଆ, ପର୍ଯ୍ୟଟକ ପାଇବେ ଓଡ଼ିଆ ଖାଦ୍ୟର ମଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ 'ବ୍ଲୁ ଫ୍ଲାଗ' ବେଳାଭୂମିରେ ପର୍ଯ୍ୟଟକଙ୍କୁ ଓଡ଼ିଆ ରୁଚିପୁର୍ଣ୍ଣ ଖାଦ୍ୟ ତଥା ସି ଫୁଡ୍‌ର ମଜା ଦେବା ପାଇଁ ଓଟିଡିସି ପକ୍ଷରୁ 'ଦି ହ୍ଵାଇଟ୍ କ୍ରାବ୍' କାଫେଟେରିଆର ଶୁଭାରମ୍ଭ ହୋଇଛି। ଶୁକ୍ରବାର...

କାର୍ତ୍ତିକ ମାସରେ ପୁରୀରେ ବିକ୍ରି ହେବ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ଯୋଗୁଁ କାର୍ତ୍ତିକ ବ୍ରତଧାରୀମାନଙ୍କୁ ପୁରୀ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯିବା ପରେ ଏବେ ମହାପ୍ରସାଦ ବିକ୍ରି ପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ...

ଶ୍ରାମନ୍ଦିରର ଉତ୍ତର, ଦକ୍ଷିଣ ଦ୍ଵାରରେ ମିଳିବ ମହାପ୍ରସାଦ – ହବିଷ୍ୟାଳୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଣିକି ମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଦ୍ଵାରରେ ଛାମୁଣ୍ଡିଆ କରି ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇ ଦିଆଯିବ। ସେହିପରି ବୋଝିଆ ଜରିଆରେ...

କାର୍ତ୍ତିକରେ ପୁରୀ ଆସିବେନି ହବିଷ୍ୟାଳୀ, ଘରେ ରହି ପାଳିବେ ବ୍ରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବର୍ଷ କାର୍ତ୍ତିକରେ ପୁରୀ ଆସିପାରିବେନି ହବିଷ୍ୟାଳୀ। କରୋନା ପାଇଁ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପୁରୀ ଆସିବା ଉପରେ ଜିଲ୍ଲାପ୍ରଶାସନ କଟକଣା ଲଗାଇଛି। ଏଥିସହ ଯେତେ ସମ୍ଭବ ଘରୁ ନବାହାରିବାକୁ ସେମାନଙ୍କୁ ପରାମର୍ଶ...

ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଭାସିଗଲେ ପର୍ଯ୍ୟଟକ, ମିଳୁନି ପତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଘଟିଲା ଅଘଟଣ। ଗାଧୋଇଲା ବେଳେ ଭାସିଯାଇ ଜଣେ ନିଖୋଜ ରହିଛନ୍ତି। ନିଖୋଜ ଜଣକ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ର ଏବଂ ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।...

ମହାପ୍ରସାଦ ପାଇଁ ପୁରୀରେ ଦୁଇଟି କାଉଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଡ଼ କମାଇବା ପାଇଁ ଓ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଅଭଡ଼ା ପାଇପାରିବେ ସେଥି ସକାଶେ ପୁରୀ ଜଗନ୍ନାଥ ମନ୍ଦିର ନିକଟରେ ଦୁଇଟି କାଉଣ୍ଟର ଖୋଲାଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକଥା...

ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା – ଏଣିକି ବାହାର ଜିଲ୍ଲାର ଶବଦାହ ହୋଇପାରିବ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ସ୍ଵର୍ଗଦ୍ଵାରରୁ ଶବଦାହ କଟକଣା ହଟିଲା। ଏଣିକି ପୁରୀ ଜିଲ୍ଲା ସହ ବାହାର ଜିଲ୍ଲାର ଶବକୁ ମଧ୍ୟ ସ୍ଵର୍ଗଦ୍ଵାରରେ ସଂସ୍କାର କରାଯାଇପାରିବ। ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣାକୁ ହଟାଇ...

ଶ୍ରୀସେତୁ ଯୋଜନା ପାଇଁ ବିସ୍ଥାପିତଙ୍କ ସହ ଜନଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀକୁ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀସେତୁ। ଏଥିପାଇଁ ବୁଧବାର ୪ଟି ମୌଜାର ପ୍ରଶାସନ ପକ୍ଷରୁ ଜନଶୁଣାଣି କରାଯାଇଛି।...

ପୁରୀ ସ୍ଵର୍ଣ୍ଣିମ ବେଳାଭୂମିକୁ ମିଳିଲା ବିଶ୍ଵସ୍ତରୀୟ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନରେ ଯୋଡ଼ି ହୋଇଛି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ପୁରୀ ଗୋଲ୍ଡେନ ବେଳାଭୂମି ଲାଭ କରିଛି ଅନ୍ତର୍ଜାତୀୟ 'ବ୍ଲୁ ଫ୍ଲାଗ୍'ର ମାନ୍ୟତା। ରବିବାର ଡେନମାର୍କ ଜୁରି ପକ୍ଷରୁ ପୁରୀ ବେଳାଭୂମିକୁ...

ଅସ୍ତରଙ୍ଗର ସ୍ଵତନ୍ତ୍ର ପରିଚୟ – ପୀର ଜାହାନିଆଁ ଓ ଗଙ୍ଗାଦେବୀ ମୁହାଁଣ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗକୁ ସ୍ଵତନ୍ତ୍ର ପରିଚୟ ଦେଇଛି ଗଙ୍ଗାଦେବୀ ମୁହାଁଣ ଓ ସର୍ବଧର୍ମ ସମନ୍ଵୟର ପୀଠ ପୀର ଜାହାନିଆଁ। ବର୍ଷତମାମ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ...