ପୁରୀ ଜିଲ୍ଲା ବନ୍ୟାଞ୍ଚଳ ସମୀକ୍ଷା: ଜଳଘେରରେ ୨୦୧ ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗତ କିଛି ଦିନ ଧରି ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।
ଦୟା, ଭାର୍ଗବୀ, କୁଶଭଦ୍ରା,...
‘ଦୟା’ରେ ବଢ଼ୁଛି ଜଳସ୍ତର: ଜଳଘେରରେ କଣାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଣ୍ଡଳିକୁ ଆସୁଥିବା ବନ୍ୟାଜଳ ବିଭିନ୍ନ ନଦୀରେ ପହଞ୍ଚିବା ଫଳରେ ଜଳସ୍ତର ବିପଦ ସଙ୍କେତ ଟପିଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦୟା, ଭାର୍ଗବୀ, ରାଜୁଆ, ମଲାଗୁଣି ଏବଂ କୁଶଭଦ୍ରା ନଦୀରେ ବନ୍ୟା...
ଗୋଟିପୁଅ ନୃତ୍ୟର କିଛି ଜଣା ଅଜଣା କଥା
କପିଳାସ ଭୂୟାଁ
[youtube https://www.youtube.com/watch?v=PAT1zPfWYdg]ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡେ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର...
“ଶ୍ରୀମନ୍ଦିର ଗର୍ଭଗୃହରେ ପଥର ନୁହେଁ ପ୍ଲାଷ୍ଟର ଖସିଛି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ଗର୍ଭଗୃହ ରତ୍ନ ସିଂହାସନ ନିକଟରେ ଏକ ପଥର ଖଣ୍ଡ ମଙ୍ଗଳବାର ଦିନ ଖସି ପଡ଼ିଥିଲା। ଏହା ପଥରକି ପ୍ଲାଷ୍ଟର ସେ ନେଇ ଚର୍ଚ୍ଚା ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ପୁରୀ...
ପୁରୀରେ ନିର୍ମାଣ ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶୀଘ୍ର ପୁରୀରେ ନିର୍ମାଣ ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ। ଏଥିନିମନ୍ତେ ସିପସରୁବାଲିର ଗିରଳଠାରେ ଚିହ୍ନଟ ହୋଇସାରିଛି ୧୫ ଶହ ଏକର ଜମି। ଖୁବ୍ଶୀଘ୍ର ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ଏ ସମ୍ପର୍କରେ ଇଡ୍କୋର...
ଆଜି ନୀଳାଦ୍ରି ବିଜେ, ରତ୍ନ ସିଂହାସନରେ ବିରାଜିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ...
ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ଅଧରପଣା ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଲାଗି ହୋଇଥାଏ ଅଧରପଣା। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ।
ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ...
ଆଜି ମହାପ୍ରଭୁଙ୍କ ଅଧରପଣା ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀ କ୍ଷେତ୍ରରେ ବଡ଼ ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ୯ଟି ମାଟି ହାଣ୍ଡିରେ ଲାଗି ହେବ ଅଧରପଣା। ଏହାପରେ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରପଣା ହାଣ୍ଡି...
ସୁନାବେଶରେ ଝଟକୁଛନ୍ତି ତିନି ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁନା ଠାକୁର। ତିନି ଠାକୁର ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ...
ଆଜି ପବିତ୍ର ସୁନାବେଶ – ମହଣ ମହଣ ସୁନାରେ ସଜେଇ ହେବେ ବଡ଼ ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମ ବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ବଡ଼ଠାକୁର। ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ହୋଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ରା, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ...




















