ବଡ଼ଦାଣ୍ଡରେ ଗଡୁଛି ନନ୍ଦିଘୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦାଣ୍ଡରେ ଗଡୁଛି କାଳିଆର ରଥ ନନ୍ଦିଘୋଷ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାବାହୁ। ଭକ୍ତାରଣ୍ୟ ହୋଇଉଠିଛି ବଡ଼ଦାଣ୍ଡ। ଶ୍ରଦ୍ଧାର ଦଉଡ଼ିରେ ତିନି...

ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶୁକ୍ରବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଶ୍ରୀଗୁଣ୍ଡିଚା...

ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ମଧ୍ୟରେ ହେଉଛି ମହାମିଳନ। ମନ୍ଦିରରୁ ବାହାରି ବଡ଼ଦାଣ୍ଡରେ ଦର୍ଶନ ଦେଇଛନ୍ତି ତିନିଠାକୁର। ଘୋଷଯାତ୍ରା ପାଇଁ ଚଳଚଞ୍ଚଳ...

ଆରମ୍ଭ ହେଲା ରଥଟଣା – ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥଟଣା। ଚାରମାଳ ଫିଟା ଓ ଘୋଡ଼ା ସଂଯୋଗ ହେବା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ଼ଦାଣ୍ଡରେ ଗଡ଼ିଛି। ଘଣ୍ଟଘଣ୍ଟା...

ନୂଆଗାଁରୁ ପୁରୀକୁ ଗଡ଼ିଲା ଟ୍ରେନ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଯୋଡ଼ି ହେଲା ଆଉ ଏକ ନୂତନ ଅଧ୍ୟାୟ। ନେତ୍ର ଉତ୍ସବ ଅବସରରେ ବହୁ ପ୍ରତୀକ୍ଷିତ ନୟାଗଡ଼ ଜିଲ୍ଲା ନୂଆଗାଁଠାରୁ ପୁରୀକୁ ରେଳ ଚଳାଚଳର ଶୁଭାରମ୍ଭ ହୋଇଛି।...

ଆଜି ଶ୍ରୀଗୁଣ୍ଡିଚା ଯାତ୍ରା: ବଡ଼ଦାଣ୍ଡରେ ଭକ୍ତ ଭିଡ଼, ଜୟ ଜଗନ୍ନାଥ ଧ୍ଵନିରେ କମ୍ପୁଛି ଶ୍ରୀକ୍ଷେତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଆଉ ଭଗବାନ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ...

ପୁରୀରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଦିନ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଭକ୍ତ। ଅନବସର ଗୁପ୍ତନୀତି ଶେଷ ପରେ ନବଯୌବନ...

ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ...

ରଥଯାତ୍ରା ପ୍ରସ୍ତୁତିର ସ୍ଵତନ୍ତ୍ର ସମୀକ୍ଷା: ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି...

ହାତୀବେଶ ପରେ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ରାଜେନ୍ଦ୍ରାଭିଷେକ ନୀତିଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହୋଇଛି। ସ୍ନାନ...