ଶ୍ରୀମନ୍ଦିର ଖୋଲିବା ଦାବିରେ ସେବାୟତଙ୍କ ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ଖୋଲିବା ଦାବି ନେଇ ସିଂହଦ୍ଵାର ସମ୍ମୁଖରେ ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମୟରେ ଯଦି ଅନେକ...
କୁନିଙ୍କୁ ସାହା ହେଲେ ସବ୍ୟସାଚୀ, ଏମ୍ସରେ ହେବ ଟ୍ୟୁମର ଅପରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
"ମୋ ହାତ ଟିକେ ଭଲ କରି ଦିଅନ୍ତୁ। ମୁଁ ଆଉ ଏ କଷ୍ଟ ସହି ପାରୁନି। ମୋତେ କେହି ସାହାଯ୍ୟ କରନ୍ତୁ। ଡାକ୍ତର କହୁଛନ୍ତି ଲକ୍ଷେ ଦେଢ଼ ଲକ୍ଷ ଖର୍ଚ୍ଚ ହେବ,...
୪ ମାସ ହେଲା ବାପା, ମା’ଙ୍କ ନାହିଁ ଖବର – ୪ ପିଲାଙ୍କୁ ଧରି ପଲିଥିନ ତଳେ ଦିନ...
ଓଡ଼ିଶାଲାଇଭ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ) : ୪ଟି ଛୋଟ ଛୁଆଙ୍କୁ ଆଈ ମା’ ପାଖରେ ଛାଡ଼ି ୪ ମାସ ହେଲା ବାପା, ମା’ ଘର ଛାଡ଼ି ଚାଲିଯାଇଛନ୍ତି। କୁଆଡ଼େ ଯାଇଛନ୍ତି, କ’ଣ କରୁଛନ୍ତି...
ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାରେ କବଳରେ ରାଜ୍ୟର ଆଉ ଜଣେ ନେତା। ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ସେ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।
ବିଧାୟକ ଜୟନ୍ତ...
ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ପୁରୀରେ କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ୟାଞ୍ଚଳ ପରିଦର୍ଶନ ଲାଗି ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ। ପ୍ରଥମେ କଣାସ ଓ ଡେଲାଙ୍ଗ ଯାଇ ବନ୍ୟା କ୍ଷୟକ୍ଷତିର ଆକଳନ କରିବେ ଅଧିକାରୀ। ବନ୍ୟାଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ପୁରୀ ଜିଲ୍ଲାପାଳ...
ଏମିତି ଦିଶିବ ପୁରୀ ବେଳାଭୂମି, ମୁଖ୍ୟମନ୍ତ୍ରୀ ସେଆର କଲେ ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଜେଇ ହେଉଛି ପୁରୀ ବେଳାଭୂମି। ଏଣିକି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ପୁରୀର ଗୋଲ୍ଡେନ୍ ବିଚ୍। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ତରର ବେଳାଭୂମିର କିଛି ସୁନ୍ଦର...
ପୁରୀ ପର୍ଯ୍ୟଟନ ପାଇଁ ହଟିଲା କଟକଣା, କୋଭିଡ ନିୟମ ମାନି ବୁଲିପାରିବେ ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ଅପେକ୍ଷା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ ପର୍ଯ୍ୟଟନ
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ
ହୋଟେଲରେ ରହିପାରିବେ ପର୍ଯ୍ୟଟକ
ପିପିଲି ଟୋଲ ଗେଟ୍ କଟକଣା ମୁକ୍ତ
ପର୍ଯ୍ୟଟକ ମାନିବେ...
‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍ପାଇଁ ପୁରୀ ବେଳାଭୂମି ନାମ ସୁପାରିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟରେ ଯୋଡ଼ି ହୋଇପାରେ ଆଉ ଏକ ଟ୍ୟାଗ୍। 'ବ୍ଲୁ ଫ୍ଲାଗ୍' ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ ସୁପାରିସ କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ...
ପୁରୀ: ସେପ୍ଟେମ୍ଵର ୩୦ ପର୍ଯ୍ୟନ୍ତ ବଢ଼ିଲା ସ୍ଵର୍ଗଦ୍ଵାରରେ ଶବଦାହ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ସେପ୍ଟେମ୍ଵର ୩୦ ପର୍ଯ୍ୟନ୍ତ କେବଳ ପୁରୀବାସୀମାନେ ହିଁ ସ୍ଵର୍ଗଦ୍ଵାରରେ ଶବଦାହ କରିପାରିବେ। ଅନ୍ୟ ଜିଲ୍ଲାର ଲୋକମାନଙ୍କୁ ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ...
ରୂପା ଚାଦରରେ ସଜେଇ ହେବ ଶ୍ରୀମନ୍ଦିରର ୭ଟି ଦ୍ଵାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୂପାରେ ଝଲସିବ ଶ୍ରୀମନ୍ଦିରର ସାତଟି ଦ୍ଵାର। ସିଂହ ଦ୍ଵାର ସମେତ ଉତ୍ତର, ପଶ୍ଚିମ, ଦକ୍ଷିଣ, ଜୟ ବିଜୟ ଦ୍ୱାର, କଳାହାଟ ଦ୍ଵାର ଏବଂ ବେହରଣ ଦ୍ଵାରକୁ ରୂପା ଚାଦରରେ ସଜ୍ଜିତ କରାଯିବ।...





















