ବିଶାଖାପାଟଣା ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୧୧ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଜଣେ ନାବାଳିକାକୁ ତିନିଦିନ ଧରି ଗଣଦୁଷ୍କର୍ମ କରିବା ଘଟଣା ଏବେ ସାରା ଦେଶକୁ ଲଜ୍ଜିତ କରିଛି। ଏଭଳି ଏକ ଲଜ୍ଜାକର ତଥା ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର...

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ନିର୍ଦ୍ଦେଶ ଦେଲେ କଟକ ସ୍ଵତନ୍ତ୍ର ଓପିଆଇଡି କୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ଵତନ୍ତ୍ର ଓପିଆଇଡି କୋର୍ଟ। ୨ କୋଟି ୧୭ ଲକ୍ଷ ୨୦ ହଜାର...

ଖୋର୍ଦ୍ଧାରେ ଚାଞ୍ଚଲ୍ୟ: ଲୁହାଛଡ଼ରେ ମୁଣ୍ଡକୁ ପିଟି ସାଙ୍ଗକୁ ହତ୍ୟା!

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ହେଲା ଯେଉଁ ସାଙ୍ଗ ସହ ଗୋଟିଏ ଘରେ ରହିଆସୁଥିଲା, ସେହି ସାଙ୍ଗକୁ ଅତିନିର୍ମମ ଭାବେ ଏକ ଲୁହା ଛଡ଼ରେ ମୁଣ୍ଡକୁ ପିଟିପିଟି ହତ୍ୟା କଲା ସାଙ୍ଗ। ଏଭଳି ଅଭିଯୋଗ...

ଗିରଫ ହେଲେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ଦିନ ଗିରଫ ହୋଇଛନ୍ତି ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର (ସିଜିଏମ) ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମଙ୍ଗଳବାର...

କର୍ଣ୍ଣାଟକ: ବାହା ହେବାକୁ ମନା କରିବାରୁ ପ୍ରେମିକାକୁ ଜାଳିଦେଲା ପ୍ରେମିକ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ବାନ୍ଧବୀଙ୍କୁ ଏତେ ଭଲପାଉଥିଲେ ଯେ, ତାଙ୍କୁ ବିବାହ କରିବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରିଦେଲେ। ହେଲେ ବାନ୍ଧବୀ ଜଣକ ବିବାହ ପାଇଁ ମନା କରିଦେବାରୁ ତାଙ୍କୁ ଜୀଅନ୍ତା ପୋଡ଼ି...

ବାଲେଶ୍ଵର: ଡିଜିଟାଲ ଚିଟଫଣ୍ଡ ଠକେଇ ମାମଲା, ଦୋଷୀକୁ ୭ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଢ଼ କୋଟି ଟଙ୍କାର ଡିଜିଟାଲ ଠକେଇ ମାମଲାରେ ଦୋଷୀ ବିରୋଧରେ ୭ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ବାଲେଶ୍ଵର ଓପିଆଇଡି କୋର୍ଟ। ଡିଜିଟାଲ ରିଭଲ୍ୟୁସନ ଟେକ୍ନୋଲୋଜି ଲିମିଟେଡ ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ କୋର୍ଟ...

ଠକଙ୍କ ନୂଆ ଫର୍ମୁଲା: କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବାର ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି ଠକ। କ୍ରେଡିଟ କାର୍ଡ ମାଧ୍ୟରେ ୮ କୋଟି ଟଙ୍କା ଠିକେଇ ଅଭିଯୋଗରେ ୫ ଜଣଙ୍କୁ ଗିରଫ...

ଆଜିଠୁ ୫ ଦିନିଆ ରିମାଣ୍ଡରେ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ଈଶାନ ବୁଖାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିବ ଯାଜପୁରରୁ ଗିରଫ ହୋଇଥିବା କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ଈଶାନ ବୁଖାରୀର ରହସ୍ୟ। କ୍ରାଇମବ୍ରାଞ୍ଚ ଏସଟିଏଫ ମଙ୍ଗଳବାରଠାରୁ ଈଶାନ ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିବ। ସୋମବାର ଦିନ ସନ୍ଦିଗ୍ଧ...

ଫୁଲବାଣୀ: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଗୋଟିଏ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ତଥା ପୋକ୍ସୋ କୋର୍ଟ। ଏହା...

ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କଲା ବୌଦ୍ଧ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଟ୍ରାନ୍ସଫର୍ମର ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୋଲିସ। ଏହି ଗ୍ୟାଙ୍ଗରେ ସାମିଲ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ...