ସ୍ୱୟଂ ସହାୟକ ଗୋଷ୍ଠୀର ୨୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଦିଆଯିବ ଡିଜିଟାଲ୍ ମାର୍କେଟିଂ ତାଲିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସୋସିଆଲ୍‌ ମିଡିଆର ଯୁଗ। ତେଣୁ କିପରି ଭାବରେ ମହିଳାମାନେ ଏଥିରେ ଯୋଡ଼ି ହୋଇ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ ସେ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଯାଇଛି ଫେସ୍‌ବୁକ୍ ଏବଂ ରାଜ୍ୟ...

ଚିଲିକାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବ ସ୍ୱସ୍ତି ଚିଲିକା ରିସର୍ଟ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ଆକର୍ଷଣ ହେଉଛି ଚିଲିକା। ତେବେ ଚିଲିକାର ଆଖପାଖ ଅଞ୍ଚଳରେ ଉଚ୍ଚମାନର କୌଣସି ହୋଟେଲ ନଥିବା କାରଣରୁ ଦେଶବିଦେଶର ଅନେକ ପର୍ଯ୍ୟଟକ ସେଠାରେ ରାତ୍ରିଯାପନ କରିପାରୁନଥିଲେ।...

ପାଇକ ବିଦ୍ରୋହର ୨ ଶହ ବର୍ଷ ପାଳନ, ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି

 ଓଡ଼ିଶାଲାଇଭ୍‌ ବ୍ୟୁରୋ “ଓଡ଼ିଶାର ପାଇକ ବିଦ୍ରୋହ ଭାରତ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ହୋଇଥିଲା। ଏହାକୁ ପ୍ରଥମ ସଂଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଔପନିବେଶିକ ଶାସନର ଲେଖାଯାଇଥିବା ଇତିହାସ ସ୍ୱାଧୀନତା ସଂଗ୍ରାମର ପ୍ରକୃତ ଇତିହାସ...

ଭିନ୍ନକ୍ଷମଙ୍କ ଦକ୍ଷତା ବିକାଶ ପାଇଁ ନୂଆ ବାଟ – ଜଟଣୀର ସ୍ୱତନ୍ତ୍ର ଆଇଟିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିନ୍ନକ୍ଷମମାନଙ୍କ ଦକ୍ଷତା ବିକାଶ ପାଇଁ ଜଟଣୀଠାରେ ସ୍ୱତନ୍ତ୍ର ଆଇଟିଆଇ ଉଦ୍‌ଘାଟିତ, ବିଶ୍ୱ ଦକ୍ଷତା ବିକାଶ ଦିବସ ଅବସରରେ ଗଡ଼ିଲା ସ୍କିଲସ୍ କାରାଭାନ ରାଜ୍ୟର ବିକାଶ ପାଇଁ ପ୍ରସ୍ତୁତ ଦୀର୍ଘମିଆଦି ରୋଡମ୍ୟାପ୍‌ ପଛରେ ଆଜି...

ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ଗତ ରବିବାର ୨୨ତମ ଏସୀୟ ଆଥଲେଟିକ୍‍ ଚାମ୍ପିଅନସିପ୍‍ ଉଦ୍‌‍ଯାପିତ ହେବା ପରେ ଭାରତୀୟ ପଦକ ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତକୁ ମୋଟ...

ବିଦାୟ କଳିଙ୍ଗ, ପରବର୍ତ୍ତୀ ଦେଖା ଦୋହାରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ମାଟିରେ ଉଦ୍‌‍ଯାପିତ ହୋଇଛି ଏସୀୟ କ୍ରୀଡ଼ା ମହାକୁମ୍ଭ। ଏସିଆନ ଆଥ୍‌ଲେଟିକ୍‌ ଚାମ୍ପିଅନସିପ୍‌‍ସର ପତାକା ଏବେ କତାର ହାତରେ। ପରବର୍ତ୍ତୀ ଦେଖା ଦୋହାରେ। ଅତି ରୋମାଞ୍ଚକ ଭାବେ ଶେଷ ହୋଇଛି ୨୨ତମ ଏସୀୟ...

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି, ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଦିଲ୍ଲୀରେ ଶୁଭାରମ୍ଭ କରିବେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ବର୍ଷବ୍ୟାପୀ ପାଳନକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍‌‌ଘାଟନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତା ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନଭବନରେ ଏହି ଉଦ୍‌ଘାଟନ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ୨୨ତମ ଏସୀୟ କ୍ରୀଡ଼ା ମହାକୁମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆକର୍ଷଣୀୟ ଆତସବାଜି ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ୫ ଦିନିଆ ଏସିଆନ ଆଥଲେଟିକ୍ ଚମ୍ପିଆନସିପ୍ ସମାରୋହକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।...

ରାଜଧାନୀରେ ଘୋଷଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେବଳ ଯେ ଜଗନ୍ନାଥ ଧାମ ପୁରୀରେ ସୀମିତ, ତାହା ନୁହେଁ ବରଂ ବିଶ୍ୱର ଅନେକ ସ୍ଥାନରେ ମହାଆଡ଼ମ୍ବରରେ ପାଳିତ ହୋଇଥାଏ। ମନ୍ଦିରମାଳିନୀ...

ସିଏମ୍‌ଙ୍କ ସହ ସେଲ୍‌ଫି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରୁ ସାଧାରଣ ଜନତା ଓ କର୍ମୀମାନଙ୍କଠାରୁ ଏକ ଦୂରତା ରକ୍ଷା କରୁଥିବା ବେଳେ ଏଇ କିଛି ଦିନ ମଧ୍ୟରେ ତାହା ଭାଙ୍ଗିଯାଇଥିବା ପରି ମନେହେଉଛି। ନବୀନ ଏବେ...