ଜୟଦେବ ବିହାରରେ ପ୍ରସ୍ତୁତ ହେବ ରାଷ୍ଟ୍ରପତି ଭବନ ସଦୃଶ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ପୂଜା ମାହୋଲ। ବନ୍ଧା ଚାଲିଛି ବାଉଁଶ,ପ୍ରସ୍ତୁତ ହେବ ଆକର୍ଷଣୀୟ ତୋରଣ। ଆଖି ଝଲସିଲା ଭଳି ଆଲୋକମାଳା ସାଙ୍ଗକୁ ରାବଣପୋଡିର ଆତସବାଜିରେ ଗୁଞ୍ଜରିତ ହେବ ସହର।  ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ।...

ସ୍ଵପ୍ନାଦେଶ ପରେ କନିକା ରାଜାଙ୍କ ମେଣ୍ଢାଶାଳ ଜମିରୁ ଆବିର୍ଭାବ ହୋଇଥିଲେ ମା’ କଟକଚଣ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀ ପୂଜା ପାଇଆସୁଛନ୍ତି।...

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି.ଏସ୍‍ ମୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର...

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ବିଏମସିର ପ୍ରସ୍ତୁତି

ଓଡ଼ିଶାଲାଇଭ ବ୍ୟୁରୋ ପାଖେଇ ଆସୁଛି ଦୁର୍ଗାପୂଜା। ଗାଁଠୁ ସହର ସବୁଠି ଦେଖିବାକୁ ମିଳିବ ଉତ୍ସବର ମାହୋଲ। ଦଶହରା ପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ପୂଜା ପୂର୍ବରୁ ଭୁବନେଶ୍ଵର ମହାନଗର...

ମସିଣାରେ ତିଆରି ହେବ ପଳାଶୁଣି ଦୁର୍ଗାପୂଜା ତୋରଣ: ବିଜୟା ଦଶମୀରେ ରାବଣ ଦହନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଛି ଶରତ ଋତୁ, ଆସିଛି ଆଶ୍ୱିନ। କିଛିଦିନ ପରେ ମା’ ଦୁର୍ଗା ଆଗମନ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଳାଶୁଣି ଦୁର୍ଗାପୂଜା...

ବରମୁଣ୍ଡାରେ ମା’ଙ୍କ ପାଇଁ ହେବ ‘ଯୋଧପୁର ପ୍ୟାଲେସ୍’: ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବ ରାବଣପୋଡି

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଦଶହରା। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଅକାର୍ଷଣୀୟ ତୋରଣ ପ୍ରସ୍ତୁତ କରାଯାଉଥିବାବେଳେ ସ୍ଥାନୀୟ ବରମୁଣ୍ଡା ପୂଜା କମିଟି ପକ୍ଷରୁ ­ନିଆରା ତୋରଣ ସାଙ୍ଗକୁ ଆକର୍ଷଣୀୟ କାର୍ଯ୍ୟକ୍ରମର...

ଜଗମୋହନ ସୁରକ୍ଷା ପାଇଁ କୋଣାର୍କରୁ କଢ଼ାଯିବ ବାଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୨୦ ବର୍ଷ ବାଲି ଆଧାରରେ ଠିଆ ହୋଇଥିବା କୋଣାର୍କ ସୂର୍ଯ୍ୟମନ୍ଦିର ବାଲିମୁକ୍ତ ହେବ। ଏଥିପାଇଁ ପୂଜାର୍ଚ୍ଚନା ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସଆଇ) ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା।  ସାରା ବିଶ୍ୱକୁ ଐତିହ୍ୟ...

ଷ୍ଟେସନ ବଜାରରେ ହେବ ଗଙ୍ଗାଘାଟ ଭଳି ଦୁର୍ଗାପୂଜା ତୋରଣ: ଆକର୍ଷଣରେ ବିକ୍ରମ-ବେତାଳ ଲାଇଭ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଦଶହରା। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଅକାର୍ଷଣୀୟ ତୋରଣ ପ୍ରସ୍ତୁତ କରାଯାଉଥିବାବେଳେ ସ୍ଥାନୀୟ ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ­ନିଆରା ତୋରଣ ସାଙ୍ଗକୁ...

ଅକ୍ଟୋବର ୨୮ ତାରିଖରେ ଧଉଳି ଶାନ୍ତିସ୍ତୁପ ପାଳିବ ସୁବର୍ଣ୍ଣ ଜୟନ୍ତୀ  

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ...

ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଲିଖିତ ୩ଟି ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂରାଜୀ ପୁସ୍ତକ ‘ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍’ ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ ‘ସ୍ନେହଲତାର ଶେଷ ଚିଠି’ ଏବଂ ‘ଅନ୍ଧଶ୍ରଦ୍ଧା’ ଉନ୍ମୋଚିତ ଡକ୍ଟର ଫକୀର ମୋହନ ନାହାକଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାର ପଞ୍ଜାବର ମୋହାଲି ସ୍ଥିତ...