ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଶୁଭେଚ୍ଛା ଜଣାଇଲେ ସଂସ୍କୃତିମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନବେଦୀ ଛାଡ଼ି ମହାପ୍ରଭୁ ନଅଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏହି ଅବସରରେ ଅଗଣିତ ଭକ୍ତ, ଜଗନ୍ନାଥ ପ୍ରେମୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ...

ଏଥର ବିନା ଭକ୍ତରେ ଶ୍ରୀଗୁଣ୍ଡିଚା ଯାତ୍ରା – ଗୋଟିଏ ରଥକୁ ଟାଣିବେ ୫୦୦ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ଆଉ କିଛି ସମୟ ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବ ତିନି ରଥ। ଗଜପତି ମହାରାଜା ଛେରାପହଁରା କରିସାରିବା ପରେ ଚାରମାଳ ଫିଟା ଯିବ, ଘୋଡ଼ା ଯୋଚା ହେବ ଏବଂ ପରେ...

ରାଜନଅରରୁ ଆସିଲେ ଗଜପତି, ରଥରେ ଛେରାପହଁରା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=4V_pI5TuG9c]ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତିଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ ବସି ଗଜପତି ରଥପାଖକୁ...

ଯେତେ ରଥ, ସେତେ ପଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ପୁରୀରେ ନୁହେଁ ଦେଶ ବିଦେଶରେ ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏବର୍ଷର ବିଶେଷତ୍ୱ ହେଉଛି ଯେ କୋଭିଡ ୧୯ କଟକଣା ଭିତରେ ରଥଯାତ୍ରା ପାଳନ କରିବାକୁ ପଡିବ। ସୋମବାର...

ଜାଣନ୍ତି କି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ୩ଟି ରଥରେ କେତେ ରଙ୍ଗର ନେତ ଲାଗିଥାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=4V_pI5TuG9c] ତିନି ରଥରେ ରଥାରୁଢ଼ ହୋଇଛନ୍ତି ତିନି ଠାକୁର। ରଥରେ ବସି ମାଉସୀ ଘର ଯିବେ ମହାବାହୁ। ତିନି ଠାକୁରଙ୍କ ପାଇଁ ବେଶ ସୁନ୍ଦର ଭାବେ ସଜା ହୋଇଛନ୍ତି ତିନି ରଥ।...

ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ଗୋବର୍ଦ୍ଧନ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ପ୍ରଥମେ ବଳଭଦ୍ର, ଦ୍ୱିତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଯାଇ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ।...

ତିନି ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି, ସମୟ ପୂର୍ବରୁ ସରିଲା ପହଣ୍ଡି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=4V_pI5TuG9c]ରଥଯାତ୍ରା ପାଇଁ ଆଜି ବଡ଼ଦାଣ୍ଡରେ ଗହଳିଚହଳି। ଭକ୍ତ ନଥିଲେ ମଧ୍ୟ ସେବାୟତଙ୍କ ମଧ୍ୟରେ ପାଳନ ହେଉଛି ରଥଯାତ୍ରା। ଏହାରି ମଧ୍ୟରେ ତିନି ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳ ୭ଟାରୁ ଆଜି...

ପୁରୀରେ ୧୧୪୩ ସେବାୟତଙ୍କ କରୋନା ଟେଷ୍ଟ – ଜଣେ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରେ ଜଣେ ସେବାୟତଙ୍କ ନମୁନା ପଜିଟିଭ୍‌ ଚିହ୍ନଟ ହୋଇଛି। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହି ସେବାୟତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ...

ତାଳଧ୍ୱଜ ରଥରେ ବିରାଜମାନ କଲେ ବଳଭଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ମହାପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି। ଧାଡ଼ି ପହଣ୍ଡିରେ ମହାପ୍ରଭୁ ଆସି ରଥାରୂଢ଼ ହୋଇଛନ୍ତି। ଏପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଏବେ...

ରଥକୁ ଆସିଲେ କାଳିଆ ଠାକୁର, ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=4V_pI5TuG9c]ପ୍ରଭୁ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ପହଣ୍ଡିରେ ଆସିଛନ୍ତି କାଳିଆ ଠାକୁର। ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆସି ରଥରେ ବିଜେ କରୁଛନ୍ତି। ଏହା ପୂର୍ବରୁ ପ୍ରଭୁ ସୁଦର୍ଶନ,ବଡ଼ଠାକୁର...