ଆଜି ପବିତ୍ର ଶ୍ରୀପଞ୍ଚମୀ – ପୂଜା ପାଇବେ ମା’ ବୀଣାପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା। ବର୍ଷକର ଅପେକ୍ଷା ପରେ ଏହି ପବିତ୍ର ଦିନରେ ପୁଣିଥରେ ମା’ ଓ ଭକ୍ତଙ୍କ ମିଳନ ହେବ। ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର...

ଅଶୀରେ ବସନ୍ତ ଉତ୍ସବ – ‘‘ଯୁବପିଢ଼ିଙ୍କ ପାଇଁ ଆଦର୍ଶ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୮୧ ବର୍ଷ ବୟସରେ ପଦାର୍ପଣ କଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଭୁବନେଶ୍ୱରରେ ‘ଅଶୀରେ ବସନ୍ତ ଉତ୍ସବ’ ଲୋକାର୍ପଣ ହେଲା ‘ଅଶୀରେ ବସନ୍ତ’ ପୁସ୍ତକ ଶୁଭେଚ୍ଛା ଜଣାଇଲେ ବହୁ ରାଜନେତା,...

‘ରଙ୍ଗବତୀ’ ଗୀତ କାହିଁକି ଓଡ଼ିଶାର ଗର୍ବ ଓ ଗୌରବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିର ସବୁଜ ଗୀତ ରଙ୍ଗବତୀ! ଓଡ଼ିଶାର ଆଉ ଗୋଟିଏ ଏଭଳି ଗୀତ ନାହିଁ ଯାହା ଏତେ ସଫଳତା ହାସଲ କରିପାଛି। ଦେଶ କି ବିଦେଶ ସବୁଠି ଏହି ଗୀତକୁ ଲୋକେ ଗୁଣୁଗୁଣେଇଥାନ୍ତି,...

ଜାଣନ୍ତୁ, କେମିତି କରିବେ ଗ୍ରୀନ୍‌ ମଟର ପରଟା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତୁ ଜାଣିବା ଟେଷ୍ଟି ଗ୍ରୀନ୍ ମଟର ପରଟା ବନାଇବାର ପ୍ରଣାଳୀ ସମ୍ପର୍କରେ… ଆବଶ୍ୟକୀୟ ସାମଗ୍ରୀ – ୧ କପ୍‌ ଗ୍ରୀନ୍‌ ମଟର, ୨ କପ୍‌ ଅଟା, ୨ଟି ସିଝାଆଳୁ, ୧ଟି ପିଆଜ, ୨ ଚାମଚ...

ଦିଲ୍ଲୀ ପରେଡ୍‌ରେ ଚମକିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ – ‘ଲିଙ୍ଗରାଜ ମନ୍ଦିର’ ଓ ‘ରୁକୁଣା ରଥ’ ପାଇଲା ଦ୍ଵିତୀୟ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ପରେଡ୍‌ରେ ଚମକିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼। ୭୧ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ ସ୍ଥାନ ପାଇଛି। ଲିଙ୍ଗରାଜ ମନ୍ଦିର ଏବଂ ରୁକୁଣା ରଥର ପତୀକ...

ଏକାମ୍ର ଯୋଜନା ପ୍ୟାକେଜ – ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ରାଶି ଘୋଷଣା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ ହେବ ଅଧିଗୃହିତ ଜମି ଜମି ଦାନ କରିଥିବା ଲୋକଙ୍କ ନାଁରେ ଫଳକ ଲାଗିବ ଜମି ବଦଳରେ ଦିଆଯିବ ଜମି ବିସ୍ଥାପିତଙ୍କୁ ମିଳିବ ଘରଭଡ଼ା...

ପିଲାଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ରାବିଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛୋଟ ପିଲାମାନଙ୍କୁ ମିଠା ଖାଇବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ଏଥିପାଇଁ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ରାବିଡ଼ି। ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାଇବେ। ଏବେ ଏଥିରେ ଗୋଟେ ଚାମଚ ଘିଅ ପକାଇବେ।...

ଚାନ୍ଦିପୁର ପାନ୍ଥନିବାସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ   (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଲେଶ୍ଵରରେ ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପାଳନ ଅବସରରେ କବି ସମ୍ମିଳନୀ ଓ କାବ୍ୟଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି।...

ଦଶପଲ୍ଲା ବନଖଣ୍ଡରୁ ଆସିଲା ରଥକାଠ – ଶ୍ରୀମଞ୍ଚମୀରେ ହେବ ଅନୁକୂଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ଦୁଇଟି ଟ୍ରକ୍‌ରେ ୫୩ ଖଣ୍ଡ ଧଉରା ଓ ଅସନ କାଠ ଆସି ପୁରୀରେ ପହଞ୍ଚିଛି। ୨୦ ଫୁଟ୍‌ ଲମ୍ବର ୧୯ଟି...

ଆମ ଲୋକକଳା ଆମ ସଂସ୍କୃତି – ମନମୋହିଲା ଛାୟା କଣ୍ଢେଇ ନୃତ୍ୟ ଓ ପ୍ରହଲ୍ଲାଦ ନାଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମରେ ଛାୟା କଣ୍ଢେଇ ନୃତ୍ୟ ଓ ପ୍ରହହ୍ଲାଦ ନାଟକରେ ମଜିଲେ ଦର୍ଶକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’...