ଧନୁଯାତ୍ରା ଓ ରଙ୍ଗସଭା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପ୍ରକାଶ ଶତପଥୀ): ଏଗାର ଦିନର ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରା ନଗରୀ ରାଜଦରବାରରେ ଅନୁଷ୍ଠିତ ହୁଏ ରଙ୍ଗସଭା। ଷାଠିଏ ଓ ସତୁରୀ ଦଶକରେ ଯେତେବେଳେ ଯୋଗଯୋଗ ସୁବିଧା ନ ଥିଲା ବାହାର...
ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନ: ଷଡ଼ମଲ୍ଲଙ୍କ ନିଧନରେ ମର୍ମାହତ କଂସ, ଗୋପପୁରରେ କାଳୀୟ ଦଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ ଷଡ଼ମଲ୍ଲଙ୍କ ନିହତ ଖବର ଶୁଣି ଚିନ୍ତାରେ ପଡ଼ି ଯାଇଛନ୍ତି ରାଜା କଂସ।
ବରଗଡ଼: ଶିଶୁ କୃଷ୍ଣକୁ ହତ୍ୟା କରିବାର ଷଡ଼ଯନ୍ତ୍ର ନେଇ ଗୋପପୁରକୁ କଂସ ପ୍ରେରଣ କରିଥିଲେ...
ଭୁବନେଶ୍ଵରରେ ଉଦ୍ଘାଟିତ ହେଲା ‘ଶିଶିର ସରସ’ ମେଳା – ୩୦୦ ଷ୍ଟଲରେ ଚାଲିଛି କିଣାବିକା, ୧୧ ଦିନ ଯାଏଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶିର ସରସ -୨୦୨୦ ଉଦ୍ଘାଟିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ
ମେଳାରେ ୨୫ଟି ରାଜ୍ୟର ୩୦୦ ଷ୍ଟଲ
ଜାନୁଆରି ୧୪ ଯାଏଁ ଚାଲିବ ମେଳା
ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ,...
ବୁଢ଼ା ବାପା, ମା’ଙ୍କ ନୂଆ ଠିକଣା ବୃଦ୍ଧାଶ୍ରମ! ଦେଖନ୍ତୁ ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=RIuxJ2q3-ak]
ସମୟ ବଦଳି ଯାଇଛି। ଆଜି ଅନେକ ଘରେ ବୁଢ଼ା ବାପା, ମା’ ପାଲଟି ଯାଉଛନ୍ତି ଅଲୋଡ଼ା। ସେମାନଙ୍କ ସେବା ତ ଦୂରର କଥା ସେମାନଙ୍କୁ ଘରେ ଶାନ୍ତିରେ ରହିବାକୁ ଜାଗା...
ବରଗଡ଼ ଧନୁଯାତ୍ରା ଇତିହାସରେ ସବୁଠୁ ଚର୍ଚ୍ଚିତ “କଂସ”
ଅଶୋକ ବହିଦାର
ସାତ ଦଶନ୍ଧିର ଧନୁଯାତ୍ରାରେ ‘କଂସ’ ଚରିତ୍ର ପାଇଁ ଅନେକ ଅଭିନେତା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିଛନ୍ତି। ସେମାନଙ୍କ ଭିତରୁ କେତେ ଜଣ ଆଉ ଇହଜଗତରେ ନାହାନ୍ତି। ଅଥଚ ଲୋକଙ୍କ ହୃଦୟରେ...
ଧନୁଯାତ୍ରାରେ ସଂଚାର କଳା – ଯେଉଁଠି କଳାକାର ନିଜେ ବାଜା ବଜାଇବା ସହ ନାଚି, ଗାଇ ଦର୍ଶକଙ୍କ ମନ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଧନୁଯାତ୍ରାରେ ସଂଚାର ହିଁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା।
(ବରଗଡ଼ରୁ ଏସ୍ ବଦ୍ରିପ୍ରସାଦ): ବରଗଡ଼ ଧନୁଯାତ୍ରା ସହ ସଂଚାର କଳାର ଅଭିନ୍ନ ସଂପର୍କ ରହିଛି। ପୂର୍ବରୁ ଟେଲିଭିଜନ ଓ ସିନେମା ଭଳି କୌଣସି...
ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ପୁତନା ଓ ଷଡ଼ମଲ୍ଲଙ୍କୁ ବଧ କଲେ ଶ୍ରୀକୃଷ୍ଣ, ବଳରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ, ବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ...
ପରମ୍ପରାକୁ ଜାବୁଡ଼ି ଧରିଛି ବରଗଡ଼ ଧନୁଯାତ୍ରା
ଅଶୋକ ବହିଦାର
ବଦଳି ଚାଲିଛି ବରଗଡ଼ ଧନୁଯାତ୍ରାର ପରିପାଟୀ। ହେଲେ କେତୋଟି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରାର ପୂର୍ବ ଗାରିମା ବଜାୟ ରହିଛି। ଏହି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରା ଏବେ ବି ଲୋକଙ୍କ...
ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ – ଗୋପପୁରରେ ନନ୍ଦ ଉତ୍ସବ, ମଥୁରାରେ ବିଜୁଳି କନ୍ୟାର ଅଟ୍ଟହାସ୍ୟରେ କଂସ ବିଚଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦ ଉତ୍ସବ ସାଙ୍ଗକୁ ବିଜୁଳି କନ୍ୟାର ଅଟ୍ଟହାସ୍ୟରେ ଜମିଥିଲା ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ।
ବରଗଡ଼: ବରଗଡ ଧନୁଯାତ୍ରାର ତୃତୀୟ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକୁ ନେଇ ଆତ୍ମବିଭୋର ହୋଇ ପଡିଛନ୍ତି...
ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୬ ଲକ୍ଷରୁ ଅଧିକ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷ ଅବସରରେ ନୂଆ ରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ନୂଆ ବର୍ଷରେ ନୂଆ ଅନୁଚିନ୍ତା ଓ ମଙ୍ଗଳକାମନା ପାଇଁ ଲକ୍ଷାଧିକ ଭକ୍ତ ଧାଇଁ ଆସିଥିଲେ ପୁରୀ ଧାମକୁ। ଦେଶ ବିଦେଶର ବିଭିନ୍ନ...




















