ଜୟଦେବ ଭବନରେ ‘ହେ ଚକାନୟନ – ଜଗନ୍ନାଥଙ୍କ ଭଜନରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ହେ ଚକାନୟନ’।
ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ…, ତୋ ଦେହେ କଳା କି ବଳିଲା...
ଆପଣ ବର୍ତ୍ତମାନ ଓଡ଼ିଶାରେ : ଏଠାରେ ହସିବା ମନା
ଜଗନ୍ନାଥ ପ୍ରସାଦ ଦାସ
‘‘ଆଜିକାଲି ହସିବା ବିରଳ ହୋଇ ଯାଇଛି। ଖୁବ୍ କମ ଲୋକଙ୍କୁ ହସିବାର ଦେଖିବାକୁ ମିଳୁଛି। ଓଡ଼ିଶାରେ ରାଜନେତାଙ୍କଠାରୁ ଆରମ୍ଭ କରି ସାହିତ୍ୟିକ ଓ ବୁଦ୍ଧିଜୀବୀ ଗୋଷ୍ଠୀ ସାମାନ୍ୟ ବ୍ୟଙ୍ଗ ସହିବା ଅବସ୍ଥାରେ ନାହାନ୍ତି।...
ଘରେ ପ୍ରସ୍ତୁତ କରନ୍ତୁ ମାଛ ବେସର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋରିଷ ବଟା ମାଛ ତରକାରୀ ବା ମାଛ ବେସର ଓଡ଼ିଆମାନଙ୍କ ପାଇଁ ବେଶ୍ ପରିଚିତ। ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ମାଛ ବେସର।
ଆବଶ୍ୟକୀୟ ସାମଗ୍ରୀ
୪ଜଣଙ୍କ ପାଇଁ
କୌଣସି ଏକପ୍ରକାର ମାଛ –...
ଆଜି ଜୟଦେବ ଭବନରେ ଭକ୍ତି ସଙ୍ଗୀତ ସନ୍ଧ୍ୟା ‘ହେ ଚକାନୟନ’: ଓଡ଼ିଶାଲାଇଭ୍ରେ ଦେଖନ୍ତୁ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=1UoiZQIlSWo]
ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ଭକ୍ତି ସଙ୍ଗୀତ ଆସର ‘ହେ ଚକାନୟନ’ କାର୍ଯ୍ୟକ୍ରମ।
ଓଡ଼ିଆ ଭକ୍ତି ସଙ୍ଗୀତର ପ୍ରତିଷ୍ଠିତ ସ୍ୱର ଶାନ୍ତିଲତା ବାରିକ ଛୋଟରାୟଙ୍କ ସଙ୍ଗୀତ ସନ୍ଧ୍ୟା...
କେମିତି ପ୍ରସ୍ତୁତ କରିବେ ଟେଷ୍ଟି ଦହି ବାଇଗଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦହି ବାଇଗଣ ହେଉଛି ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ। ଜାଣନ୍ତୁ କେମିତି ବନାଇବେ ଦହି ବାଇଗଣ।
ଆବଶ୍ୟକୀୟ ସାମଗ୍ରୀ
୩ ଜଣ ବ୍ୟକ୍ତିଙ୍କ ପାଇଁ
୩ଟି ବାଇଗଣ
ଦୁଇ କପ୍ ଦହି
୨ ଚାମଚ ସୋରିଷ ତେଲ
ଲଙ୍କାଗୁଣ୍ଡ, ଲୁଣ, ଚିନି ସ୍ଵାଦ...
କଟକରେ ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’ କାଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ଚାଲିଛି ଶ୍ୟାମାକାଳୀଙ୍କ ପୂଜା। ୨୦ରୁ ଅଧିକ ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦି ମେଢ଼ ଶୋଭା ପାଉଛି।
ଐତିହାସିକ କଟକ ସହରରେ ଏବେ ଚାଲିଛି ଶ୍ୟାମାକାଳୀ...
ଯାଜପୁରରେ ଜମୁଛି କାଳୀପୂଜା
ଓଡିଶାଲାଇଭ୍ ବ୍ୟୁରୋ
ଯାଜପୁର ସହରରେ ଏବେ ଜମୁଛି ଶ୍ୟାମାକାଳୀ ପୂଜା। ୫୬ଟି ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛି। ପ୍ରତିଦିନ ସଂଧ୍ୟାରେ ଅନୁଷ୍ଠିତ ହେଉଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ।
କାଳୀପୂଜା ପାଇଁ ଯାଜପୁର...
ଦୀପାବଳିରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ମିଠା
ଓଡ଼ିଶାଲାଇଭ୍ ବ୍ୟୁରୋ
ହର୍ଷଉଲ୍ଲାସର ପର୍ବ ହେଲା ଦୀପାବଳି। ଏହିଦିନ ନୂଆ ପୋଷାକ, ସୁନା ଗହଣା ପିନ୍ଧିବା ସହିତ ସ୍ୱାଦିଷ୍ଟ ମିଠା ଆଉ ପିଠାପଣାରେ ମହକି ଉଠେ ସଭିଁଙ୍କ ଘର। ଶୁଦ୍ଧ ଦେଶୀ ଘିଅରେ ତିଆରି...
ଭାରତର କେଉଁଠି କେମିତି ପାଳନ କରାଯାଏ ଦୀପାବଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ସ୍ଥାନରେ ପାଳିତ ହୁଏ ଦୀପାବଳି। କିନ୍ତୁ ସବୁ ଜାଗାରେ ଦିପାବଳୀର ମହତ୍ତ୍ୱ ଏବଂ ପରମ୍ପରା ଭିନ୍ନ। ତେବେ ଏମିତି କେତେକ ଜାଗା ରହିଛି ଯେଉଁଠାରେ କିଛି ନିଆରା ଢ଼ଙ୍ଗରେ...
ଓଡ଼ିଶୀ ନୃତ୍ୟ ପାଇଁ ମୀରା ଦାସଙ୍କୁ ମିଳିବ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=ypcvBtAhXtU
୨୦୧୮-୧୯ବର୍ଷର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶୀ ନୃତ୍ୟ ପାଇଁ ନୃତ୍ୟଶିଳ୍ପୀ ମୀରା ଦାସଙ୍କୁ ସମ୍ମାନୀତ କରାଯାଇଛି।
ପୃଥିବୀର ବିଭିନ୍ନ ଦେଶରେ ନିଜର ନୃତ୍ୟ ପାଇଁ...





















