ଫଟୋରେ ଫଟୋରେ ଶ୍ରୀଗଣେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଧରାପୃଷ୍ଠରେ ଅବତରଣ କରିଛନ୍ତି ଶ୍ରୀଗଣେଶ। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଭିନ୍ନ କ୍ଲବରେ ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପ୍ରତିଷ୍ଠାନରେ ମଧ୍ୟ ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା କରାଯାଇଛି।
କେଉଁଠି...
ନୂଆଁଖାଇରେ ଶୂନ୍ୟବ୍ରହ୍ମଙ୍କୁ ନବାନ୍ନ ଲାଗି କରିବେ ମହିମାଧର୍ମର ସାଧୁସନ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
କାହିଁ କେତେ ଦିନରୁ ମଣିଷ ପୂଜା କରି ଆସୁଛି ପ୍ରକୃତି ଓ ପିତୃପୁରୁଷଙ୍କୁ ନୂଆଁଖାଇରେ। ହେଲେ ମହିମାଧର୍ମାବଲମ୍ବୀମାନେ ନୂଆଁଖାଇ ପାଳନ କରିଥାନ୍ତି ଏକ ଭିନ୍ନ ଢଙ୍ଗରେ। ବର୍ଷର ପହିଲି ଅନ୍ନକୁ ସମର୍ପଣ...
ନୂଆଁଖାଇ ଲାଗି ଚଳଚଞ୍ଚଳ ତିହାର ହାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଘରେ ଘରେ ଏହି ପର୍ବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ନୂଆଁଖାଇରେ ନୂଆ ଧାନ ପୂଜା କରିବାର ପରମ୍ପରା ରହିଛି।...
ସୋନପୁରରେ ନୂଆଁଖାଇ: ଏବେ ବି ଅତୁଟ ରହିଛି ‘ପାହୁର’ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାର ଲୋକପର୍ବରେ ରହିଛି କେତେ ନା କେତେ ପ୍ରଥା ଓ ପରମ୍ପରା। ସୋନପୁର ଗଡ଼ଜାତବାସୀ ନୂଆଁଖାଇ ଦିନ ଅନ୍ନ ବ୍ୟଞ୍ଜନ, ନାନାଦି ପିଠାପଣା ତିଆରି କରି ଖାଇଥାନ୍ତି ତାହାନୁହେଁ, ବରଂ...
ମଙ୍ଗଳବାର ମାଟିରେ ମିଶିବ ବଡ଼ ଆଖଡ଼ା ମଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ମଙ୍ଗଳବାରଠୁ ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ବଡ଼ ଆଖଡ଼ା ମଠରେ ମାଡ଼ ହେବ ପ୍ରଶାସନର ବୁଲ୍ଡୋଜର। ବୁଲ୍ଡୋଜର ମାଡ଼ରେ ବଡ଼ ଆଖଡ଼ା ମଠ ମାଟିରେ ମିଶିବ।
ରବିବାର ଏବଂ...
ରାତି ପାହିଲେ ନୂଆଁଖାଇ, ସମଲେଶ୍ୱରୀ ମନ୍ଦିରରେ ଲାଗି ହେବ ନବାନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପ୍ରସିଦ୍ଧ ଗଣପର୍ବରେ ମା’ ସମଲେଶ୍ଵରୀଙ୍କ ପାଖରେ ଲାଗି ହେବ ନବାନ୍ନ।
ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁସାରେ ସକାଳ ୧୦ଟା ୫ରୁ ୧୦ଟା ୨୦...
ଭାରତର ୫ଟି ବିଶ୍ଵ ବିଖ୍ୟାତ ବିନାୟକ ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ। କାରଣ ସେ ହେଲେ ବିଘ୍ନବିନାଶକ।...
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ଗଣେଶ ଚତୁର୍ଥୀର ଶୁଭେଚ୍ଛା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ଗାଁରୁ ସହର ସବୁଠି ଉତ୍ସବ। ସାରାଦେଶରେ ଗଜାନନଙ୍କୁ ଆଜି ପୂଜା କରାଯାଉଛି।
ବିଶେଷ କରି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଗଣେଶ ପୂଜା...
ଏମିତି ମନ୍ଦିର, ଯେଉଁଠି ଗଣେଶଙ୍କୁ ନଡ଼ିଆ ଭୋଗ ଲାଗି କଲେ ପୂର୍ଣ୍ଣ ହୁଏ ମନସ୍କାମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପାର୍ବତୀ ନନ୍ଦନ ବା ଗଣେଶଙ୍କୁ ନଡ଼ିଆ ଭୋଗ ଲାଗିଥାଏ। ଭକ୍ତଙ୍କ ବିଶ୍ୱାସ ଯେ ଗଣପତିଙ୍କୁ ନଡ଼ିଆ ଭୋଗ ଚଢ଼ାଇଲେ ସେ ସବୁ ମନୋସ୍କାମନା...
ଭିନ୍ନ ରୂପରେ ଗଣେଶ : କେତେବେଳେ ବାହୁବଳୀ ତ କେତେବେଳେ ସ୍ପାଇଡରମ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣେଶ ପୂଜା ଆସିଲେ ଲୋକମାନଙ୍କ ମନକୁ ଆସେ ଭିନ୍ନ ଭିନ୍ନ ଡିଜାଇନ୍। କିଏ ଗଣେଶ ମୂର୍ତ୍ତିକୁ ପାରମ୍ପାରିକ ଷ୍ଟାଇଲ୍ ଓ ଢଙ୍ଗିରେ ସଜାଇଥା’ନ୍ତି। ତ କିଏ ଟ୍ରେଡିଂ ଡିଜାଇନ୍ରେ ମୂର୍ତ୍ତିକୁ ସଜାଇଥା’ନ୍ତି।...





















