ବାହାରିନ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ ଭାବେ ରଥଯାତ୍ରା ପାଳିତ ହୋଇଛି। ମାନାମାସ୍ଥିତ ଶ୍ରୀ କୃଷ୍ଣ ମନ୍ଦିର ପରିସରରେ ଏହି ଯାତ୍ରା ପାଳନ କରାଯାଇଥିଲା। ପାରମ୍ପରିକ ରୀତିନୀତିରେ ତିନି ଠାକୁରଙ୍କର ପୂଜାର୍ଚ୍ଚନା...
ଉଠୁଛି ପଡ଼ୁଛି ଗୁଣ୍ଡିଚା ମନ୍ଦିର, ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ବିଜେ କରିଛନ୍ତି କାଳିଆ ଠାକୁର। ନଅଦିନ ବ୍ୟାପି ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବୁଲିବାକୁ ଆସିଛନ୍ତି କାଳିଆ ସାଆନ୍ତ। ଏଥିପାଇଁ...
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଗୁଣ୍ଡିଚା ଯାତ୍ରା – ମହିଳା ଭକ୍ତ ଟାଣିଲେ ସୁଭଦ୍ରାଙ୍କ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଣ୍ଡିଚାବାଡ଼ିରେ ଲାଗିଲା ବଳଭଦ୍ରଙ୍କ ରଥ
ଟାଉନ ଥାନା ପାଖରେ ଅଟକିଲା ସୁଭଦ୍ରାଙ୍କ ରଥ
ଆସନ୍ତାକାଲି ଟଣା ହେବ ନନ୍ଦିଘୋଷ
ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଭକ୍ତି ଭାବମୟ ପରିବେଶରେ ଟଣା...
ଶରଧା ବାଲିରେ ତିନି ରଥ: ଅପରାହ୍ଣରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୁର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଭାବର ଠାକୁର। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଶରଧା ବାଲିରେ...
ସବୁଠି ଗଡ଼ିଲା ରଥ, ଜଗନ୍ନାଥମୟ ପରିବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ପୁରୀରେ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି। ରାଜଧାନୀ ଭୁବନେଶ୍ୱର, ବାରିପଦା, କୋରାପୁଟର ସାବରଶ୍ରୀକ୍ଷେତ୍ରରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି।
ଜଗନ୍ନାଥମୟ...
ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀଗୁଣ୍ଡିଚା ଯାତ୍ରା – ରଘୁନାଥଜୀୟୁଙ୍କ ମଠ ନିକଟରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
"ଦୋଳେଚ ଦୋଳଗୋବିନ୍ଦଂ, ଚାପେଚ ମଧୂସୁଦନଂ, ରଥେତୁ ବାମନଂ ଦୃଷ୍ଟ୍ୱା, ପୁନର୍ଜନ୍ମ ନଲଭ୍ୟତତେ।"
ରଥରେ ମହାପ୍ରଭୁଙ୍କ ଦର୍ଶନ ଲାଭ କଲେ ୭ ଜନ୍ମର ପାପ କ୍ଷୟ ହେବା ସହିତ ମନୁଷ୍ୟ ପୁନର୍ଜନ୍ମରୁ ମୁକ୍ତି ପାଇବାର...
ଫଟୋରେ ଫଟୋରେ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଗୁଣ୍ଡିଚା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାଇଛନ୍ତି ମହାବାହୁ। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ କାଳିଆ ସାଆନ୍ତ ରଥରେ ଗୁଣ୍ଡିଚା ମନ୍ଦିରକୁ ନଅ ଦିନ ପାଇଁ ଯାତ୍ରା କରିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବା...
ଶରଧାବାଲିରେ ଲାଗିଲା ତିନି ରଥ – ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ।
ରେକର୍ଡ କରିଛି ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରା। ସୁରୁଖୁରୁରେ ନୀତିକାନ୍ତି ଶେଷ ହେବାରୁ ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଲାଗିଛି ତିନି...
ଓଡ଼ିଶାଲାଇଭ୍ରେ ଦେଖନ୍ତୁ ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଛି ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଶ୍ରୀଜୀଉ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର...
ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=JEHO6ZTIOak]
ପ୍ରତୀକ୍ଷାର ଅନ୍ତ ଘଟିଛି। ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଛି। ବର୍ଷା ପାଣିକୁ ଖାତିର ନକରି ଭକ୍ତମାନେ ନନ୍ଦିଘୋଷ ରଥକୁ ଟାଣିନେଉଛନ୍ତି।
ପ୍ରଭୁ ବଳଭଦ୍ରଙ୍କ ପରେ ରଥ ଗଡ଼ିବା ପରେ ଏବେ...




















