‘ଏହା’ – ଓଡ଼ିଶାରେ ଫଳ ପ୍ରକ୍ରିୟାକରଣକୁ ନେଇ ଏକ ନୂଆ ଆଶା

ଓଡ଼ିଶାଲାଇଭ୍‍ ପ୍ରମୁଖ ପ୍ରତିନିଧି ବଜାରରେ ମିଳୁଥିବା ଅନେକ ଜୁସ୍‌ ଶୁଦ୍ଧ ଫଳରସ ନୁହେଁ! ତେଣୁ ଏବେ ଓଡ଼ିଶାର ବ୍ରାଣ୍ଡ ‘ଏହା’ ଗ୍ରାହକମାନଙ୍କୁ ଆଣିଦେଇଛି ଶୁଦ୍ଧ ଫଳରସରୁ ପ୍ରସ୍ତୁତ ଜୁସ୍‌ର ସ୍ୱାଦ। ଫଳବଜାରରେ ପ୍ରାୟ ସବୁବେଳେ ଅଡ଼ୁଆ!...

ସୁର୍ ବାଦଶାହ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଜୟନ୍ତୀ ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସୁର୍ ବାଦଶାହ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ...

ତୁମେ ଅମୃତ ଆଶା ସକଳର

ଡକ୍ଟର ଭାଗ୍ୟଲିପି ମଲ୍ଲ ଘୋଷଯାତ୍ରାରେ ଅବତୀର୍ଣ୍ଣ ବ୍ରହ୍ମାଣ୍ଡର ଈଶ୍ୱର। ଅପୂର୍ବ ତିନିରଥର ଶୋଭାରେ ଝଲସି ଉଠୁଛି ଶରଧାବାଲି ସିଂହଦ୍ୱାରଠୁ ଶରଧାବାଲିଯାଏ ପ୍ରତିଟି ରେଣୁକଣାରେ ସମ୍ମୋହନର ସ୍ପର୍ଶ। ପ୍ରତିଟି ପ୍ରାଣ ବିଭୁମୟ, ବୈଭବମୟ। ଶ୍ରୀକ୍ଷେତ୍ରର ଆକାଶରେ...

ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମର ମହତ୍ତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=UzlhjuBP3cM] ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପ ଅବର୍ଣ୍ଣନୀୟ। ତାଙ୍କ ହସ୍ତ ଅପୂର୍ଣ୍ଣ, ପଦନଥାଇ ଅଛି, ଉଦର ପୃଥୁଳ ବା ବଡ, କଣ୍ଠାଗ୍ର ପ୍ରଶସ୍ତ, ଦୀର୍ଘ ନାଶା, ଚକ୍ଷୁ ଗୋଲାକାର ସୂର୍ଯ୍ୟମଣ୍ଡଳ ସମ, ମୁଖ...

ଘୋଷଯାତ୍ରା – ବିଭିନ୍ନ ରୀତି ଓ ପରମ୍ପରା

ବିଷ୍ଣୁପଦ ଦାସ [youtube https://www.youtube.com/watch?v=UzlhjuBP3cM] ଆଜି ସମଗ୍ର ବିଶ୍ୱ ଉତ୍ସବ ମୁଖରିତ। ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ସବୁବର୍ଗର ଭକ୍ତଗଣ ଚାତକ ପକ୍ଷୀପରି ଚାହିଁ ରହିଛନ୍ତି ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ ପାଇଁ। ସେ ଆଜି କୌଣସି...

ବଙ୍ଗପ୍ରାଣ ବଳୀୟାରଭୁଜ

ଫକୀର ମୋହନ ନାହାକ [youtube https://www.youtube.com/watch?v=UzlhjuBP3cM] ଭଗବାନ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ତଥା ଭକ୍ତିମାର୍ଗର ପ୍ରବର୍ତ୍ତକ ଶ୍ରୀଚୈତନ୍ୟଙ୍କ ଜନ୍ମସ୍ଥାନ ନଦିଆ ନବଦ୍ୱୀପର ମାୟାପୁର। ଗଙ୍ଗା ଓ ଜଳାଙ୍ଗି ନଦୀର ସଂଗମ ସ୍ଥଳରେ ରହିଛି ଏହି ଆଧ୍ୟାତ୍ମିକ କେନ୍ଦ୍ର।...

ପଶ୍ଚିମ ପ୍ରାନ୍ତରେ ପ୍ରଭୁ ଜଗଦୀଶ୍ୱର

ଡକ୍ଟର ଫକୀର ମୋହନ ନାହାକ [youtube https://www.youtube.com/watch?v=UzlhjuBP3cM] ଗୁଜୁରାଟର ପ୍ରମୁଖ ନଗରୀ ଅହମ୍ମଦାବାଦରେ ରହିଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ଏଠାରେ ଶ୍ରୀଜିଉମାନଙ୍କ ଆବିର୍ଭାବ, ରଥଯାତ୍ରାର ପରଂପରା ପଛରେ ରହିଛି ଏକ କିମ୍ବଦନ୍ତୀ, କାହାଣୀ। ଅକଳ୍ପ ବିସ୍ତୃତିର ଅନତିକ୍ରମ୍ୟ ଦୂରତାକୁ...

ବିଚ୍ଛିନ୍ନାଂଚଳରେ ବଡ଼ ଠାକୁର

ଫକୀର ମୋହନ ନାହାକ [youtube https://www.youtube.com/watch?v=UzlhjuBP3cM] ଓଡିଶାର ଏକ ଅବିଚ୍ଛିନ୍ନ ଗଡଜାତ ଥିଲା ଷଢେଇକଳା। ତ୍ରୟୋଦଶ ଶତାବ୍ଦୀରେ ଏଠାରେ ନିର୍ମାଣ କରାଯାଇଥିଲା ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ତେବେ ଏହି ମନ୍ଦିର ନିର୍ମାଣ ପଛରେ ରହିଛି...

ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ନିର୍ମିତ ଓଡ଼ିଆ ସିନେମା

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଜଗତର ନାଥ ଜଗନ୍ନାଥଙ୍କ ପୌରାଣିକ ଉପାଖ୍ୟାନକୁ ନେଇ ତିଆରି ହୋଇଛି କିଛି ସିନେମା। ଆସନ୍ତୁ ନଜର ପକାଇବା ସେହିସବୁ ଓଡ଼ିଆ ସିନେମା ଉପରେ... ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଓଡିଆ ଭାଷାରେ କିଛି...

ଥକା ମନ ଚାଲ ଯିବା…

ଡକ୍ଟର ଫକୀର ମୋହନ ନାହାକ [youtube https://www.youtube.com/watch?v=mWf4Lhf5SmQ] ଥକା ମନ! ଆଉ ଅଟକି ଯାଆନା। ଆଗେଇ ଚାଲ, ମାଡି ଚାଲ। ଏତିକିରେ ଥକି ପଡିଲେ ତୁ ଶ୍ରୀକ୍ଷେତ୍ରରେ ପହଂଚିବୁ କେମିତି? ତୋ ବାଟ ଚାହିଁ ବସିଥିବା...