ଆଇଆଇଏମ୍ସିରେ ତିନିଦିନିଆ‘ଫିଲ୍ମି ଚକ୍କର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆରମ୍ଭ ହୋଇଛି ତିନିଦିନିଆ ଚଳଚ୍ଚିତ୍ରଭିତ୍ତିକ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର। ପ୍ରଥମ ଦିନ ‘ଭାରତୀୟ ଚଳଚ୍ଚିତ୍ର: ବାସ୍ତବତାର ପ୍ରେକ୍ଷାପଟ୍ଟରେ’ ଶୀର୍ଷକ  ଆଲୋଚନାଚକ୍ର...

ପାଇକ ବିଦ୍ରୋହକୁ ନେଇ ନାଲ୍‌କୋର ୱାଲ୍ କ୍ୟାଲେଣ୍ଡର

ଓଡ଼ିଶାଲାଇଭ୍ ବ୍ୟୁରୋ   ନାଲ୍‌କୋ ୨୦୧୮ ୱାଲ୍ କ୍ୟାଲେଣ୍ଡରରେ ପାଇକ ବିଦ୍ରୋହ ୫ ବରିଷ୍ଠ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା ଉପସ୍ଥାପନା ୨୦୦ ବର୍ଷ ତଳର ବଳିଦାନର କାହାଣୀ ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ...

‘ପଦ୍ମାବତ୍’ ଫିଲ୍ମକୁ ନେଇ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲେ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଞ୍ଜୟ ଲୀଲା ବଂଶାଲୀଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ ଚଳଚ୍ଚିତ୍ରକୁ ନେଇ ବିବାଦ ଥମୁନି। ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ବିଭିନ୍ନ ରାଜ୍ୟ ପକ୍ଷରୁ...

ହରିୟାଣାରେ ବି ‘ପଦ୍ମାବତ’କୁ ରେଡ ସିଗନାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫିଲ୍ମର ନାଁ ବଦଳିଲା। ସେନ୍‌ସର୍‌ ବୋର୍ଡର ଆଦେଶ ଅନୁଯାୟୀ 'ପଦ୍ମାପତୀ'ରୁ 'ପଦ୍ମାବତ୍‌' ହେଲା। ତଥାପି ଏହି ଫିଲ୍ମକୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ବଦଳରେ ମିଳୁଛି ରେଡ୍‌ ସିଗ୍‌ନାଲ୍‌। ୩ଟି ରାଜ୍ୟରେ ଏହି...

ଭୁବନେଶ୍ୱରରେ ଜୈନ ଧର୍ମଗୁରୁଙ୍କ ଅହିଂସା ଯାତ୍ରା: ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=0dKemX2gqA0] ଭୁବନେଶ୍ୱର ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଚାଲିଥିବା ଅହିଂସା ଯାତ୍ରାରେ ସୋମବାର ସାମିଲ୍‌ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହି ଅହିଂସା ଯାତ୍ରାର ନେତୃତ୍ୱ ନେଉଥିବା ଜୈନ...

୫୦ ହଜାର କଳାକାରଙ୍କୁ ମିଳିବ ୧୨୦୦ ଟଙ୍କା ଲେଖାଏଁ ଭତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷର ପୁରୁଷ ଏବଂ ୪୦ ବର୍ଷ ବୟସର ମହିଳା କଳାକାରଙ୍କୁ ମିଳିବ...

ଫକିରମୋହନଙ୍କ ସାଧନା ଓ ସମାଧି ସ୍ଥଳ ‘ଶାନ୍ତିକାନନ’- ଏକ ତୀର୍ଥ

ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି ଓଡ଼ିଆ ଭାଷା ସାହିତ୍ୟର ବ୍ୟାସ କବି ତଥା ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଫକିର ମୋହନ ସେନାପତିଙ୍କ ସାଧନା ସ୍ଥଳ ଶାନ୍ତିକାନନ ପାଲଟିଛି ଏକ ତୀର୍ଥ। ବାଲେଶ୍ଵର ପୌରାଞ୍ଚଳ...

‘ବନ୍ଦେ ଉତ୍କଳ ଜନନୀ’ ଏକ ସ୍ଵରରେ ଗାଇଲେ ୫୦ହଜାର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରର ବରମୁଣ୍ଡା ପଡ଼ିଆରେ ୫୦ହଜାର ଛାତ୍ରଛାତ୍ରୀ ଏକ ସ୍ଵରରେ ଗାଇଛନ୍ତି 'ବନ୍ଦେ ଉତ୍କଳ ଜନନୀ'। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ଗୀତ ପ୍ରତିଟି ଓଡ଼ିଆର ହୃଦୟର ଗୀତ ହୋଇଥିବାରୁ ସମଗ୍ର...

ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ସରକାରଙ୍କ ନୂତନ ପ୍ରସ୍ତାବର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ନିକଟରେ ପୁରୀଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦ଟି ପ୍ରସ୍ତାବ ଅନୁମୋଦିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି।...

ମକରର ମହକରେ ମିଠାର ଆସର

ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି ପ୍ରତିବର୍ଷ ମକର ସଂକ୍ରାନ୍ତି ଆସିଗଲେ ଉତ୍ତର ଓଡ଼ିଶାର ତିନୋଟି ପ୍ରମୁଖ ଜିଲ୍ଲା ବାଲେଶ୍ଵର, ମୟୂରଭଞ୍ଜ ଓ କେନ୍ଦୁଝରରେ ପସରା ମେଲାଏ ରଙ୍ଗବେରଙ୍ଗ ମିଠା। ସହର ଓ ମଫସଲ ଅଞ୍ଚଳରେ...