‘ଇଣ୍ଟରଭ୍ୟୁ ଟାଇମ୍ସ’ର ପ୍ରତିଭା ପୂଜା: ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଜଣ ପ୍ରତିଭାବାନ ବ୍ୟକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବସମାଜକୁ ପ୍ରେରଣା ଦେବା ପାଇଁ 'ଇଣ୍ଟରଭ୍ୟୁ ଟାଇମ୍ସ' ପ୍ରତିଭା ପୂଜା ପରମ୍ପରାକୁ ବଜାୟ ରଖିଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଛି।
ରାଜନୀତି, କଳା, ସାହିତ୍ୟ,...
ବକୁଳ ସ୍ୱେଚ୍ଛାସେବୀ ପାଳନ କଲେ ଦାନ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଦାନ ଉତ୍ସବ’ ପାଳନ କରିଛନ୍ତି। ଯୁବପିଢିଙ୍କ ମଧ୍ୟରେ ସମାଜ ସେବାର ମନ୍ତ୍ର ବୁଣିବା ଲକ୍ଷ୍ୟରେ ଆୟୋଜିତ ଏହି ଦିବସ ବକୁଳ ପକ୍ଷରୁ...
ଗାନ୍ଧିଜୟନ୍ତୀରେ ଛାତ୍ରଛାତ୍ରୀ ଦେଖିଲେ ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଡାକଟିକଟ-ଲଫାପା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=xIuZkuSPqqk]
ଓଡ଼ିଶା ଡାକ ପରିମଣ୍ଡଳ ଏକ ନିଆରା ଢଙ୍ଗରେ ପାଳନ କରିଛି ଗାନ୍ଧିଜୀଙ୍କ ୧୪୮ତମ ଜୟନ୍ତୀ। ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଡାକଟିକଟ ଓ ଲଫାପାକୁ ସିପିଏମ୍ଜି ଅଫିସ୍ରେ ପ୍ରଦର୍ଶନ...
ନାଲକୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=zcfPFBc84z8]
ଗାନ୍ଧିଜୟନ୍ତୀ ଅବସରରେ ନାଲକୋ ପକ୍ଷରୁ ସୋମବାର ସକାଳେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ନାଲକୋ ଛକରୁ ମହାନଦୀ ନିବାସ ଯାଏଁ ରାସ୍ତାକୁ ସଫେଇ କରାଯାଇଛି। ନାଲକୋ...
ମା’ ଦୁର୍ଗାଙ୍କୁ ମେଲାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାରଦୀୟ ଦୁର୍ଗାପୂଜା ଶେଷ ହେବା ପରେ ରବିବାର ମହାମାୟୀ ମା'ଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକରେ ୬୩ ପ୍ଲାଟୁନ୍ ଏବଂ ଭୁବନେଶ୍ୱରରେ...
ବିଶାଖାପାଟଣା: ଧୁମଧାମରେ ପ୍ରବାସୀ ଓଡ଼ିଆ ପାଳିଲେ ଦଶହରା
ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ
ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଯାଇଥିଲା ବିଶାଖାପାଟଣା ସହର। ସ୍ଥାନୀୟ ଅଧିବାସୀ ଆଡ଼ମ୍ବରପୂର୍ଣ୍ଣ ଭାବେ 'ଦଶହରା' ପାଳନ କରିଥିବା ବେଳେ ପ୍ରବାସୀ ଓଡ଼ିଆ ଓ ବଙ୍ଗାଳି ପରିବାରର...
ସମଗ୍ର ରାଜ୍ୟରେ ବିଜୟା ଦଶମୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ରାଜ୍ୟରେ ବିଜୟା ଦଶମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। କେତେକ ଜିଲ୍ଲାରେ ବର୍ଷା ସତ୍ତ୍ୱେ ଦଶହରା ପର୍ବ ଉପଲକ୍ଷେ ପୂଜାମଣ୍ଡପ ନିକଟରେ ଅସମ୍ଭବ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ...
ସାଂସ୍କୃତିକ ମହାମିଳନର କଥା କହେ ବାଲେଶ୍ୱର ଦଶହରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଡ଼ିଖେଳରେ ଆଖଡ଼ା ଦଳର ସଲାମି ବେଶ୍ ନିଆରା
ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ବାଲେଶ୍ୱର ସହର ଉତ୍ସବମୁଖର। ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ଝଲସୁଛି ପାର୍ବଣ ମାହୋଲ। ସହରର ପାଖାପାଖି ୮୦ଟି ପୂଜା...
କଟକ:୧୮୩୨ରେ ଆରମ୍ଭ ହୋଇଥିଲା ପ୍ରଥମ ସାର୍ବଜନୀନ ଦୁର୍ଗା ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ବିତୀୟ ସହର ଯେଉଁଠି ଏତେ ଆଡମ୍ବର ସହକାରେ ଦୂର୍ଗା ପୂଜା ପାଳିତ ହୋଇଥାଏ।
ଇତିହାସ କହୁଛି, ୧୮୩୨...
କଟକରୁ କାଠମାଣ୍ଡୁକୁ ସାଇକେଲ ଯାତ୍ରା: ଶାନ୍ତିର ବାର୍ତ୍ତା ବାଣ୍ଟିବେ ୮ ଜଣିଆ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ସାଇକେଲ୍ ଯାତ୍ରା କରିଛନ୍ତି ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣିଆ ଟିମ୍। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ...





















