ନାଟ୍ୟ ସଂସ୍ଥା କାନମାସ ପକ୍ଷରୁ ଭୁବନେଶ୍ଵରରେ ଡ୍ରାମା ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
‘କାନମାସ ସ୍କୁଲ ଅଫ ପରଫରମିଂ ଆର୍ଟ୍ସ’ର ନୂଆ ଶାଖା
ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ଵରରେ ହେବ ଉଦଘାଟନ
ଆକ୍ଟିଂ, ଆଙ୍କରିଂ, ନ୍ୟୁଜ କାଷ୍ଟିଂରେ ୬ ମାସିଆ ସାର୍ଟିଫିକେଟ୍ କୋର୍ସର ସୁଯୋଗ...
ସରକାରଙ୍କ ଘୋଷଣା: ଏଥର ବି ବିନା ବାଣରେ ପାଳନ ହେବ ଦିଲ୍ଲୀ ଦୀପାବଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ବି ଦିଲ୍ଲୀରେ ବିନା ବାଣରେ ପାଳନ ହେବ ଦୀପାବଳି। ଏଭଳି ନିର୍ଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର।
ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ନୂଆ...
ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହେଲା ଲଗ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ନିମନ୍ତେ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ସେପ୍ଟେମ୍ବର ମାସ...
ପରିବା ମଞ୍ଜିରେ ଗଢ଼ା ହେବ ଗଜାନନଙ୍କ ପ୍ରତିମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଖେଇ ଆସୁଛି ଗଣେଶ ପୂଜା, ୩ ଲକ୍ଷ ପରିବା ମଞ୍ଜିରେ ଗଢ଼ାହେବ ବିଘ୍ନ ବିନାଶକଙ୍କ ପ୍ରତିମୂର୍ତ୍ତି
ପାର୍ବଣ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଜମି ଆସିଲାଣି ଉତ୍ସବର ଆସର। ଆଉ ଦିନ କେଇଟା...
ସୁସ୍ଥ ଜୀବନ ପାଇଁ ଫିଜିଓଥେରାପିର ଆବଶ୍ୟକତା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ଫିଜିଓଥେରାପି ମେଡିକାଲ ସାଇନ୍ସର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ସୁସ୍ଥ ଜୀବନ ବଞ୍ଚିବା ପାଇଁ ବର୍ତ୍ତମାନ ପିଜିଓଥେରାପିର ଗୁରୁତ୍ଵପୂର୍ଣ୍ଣ...
ଶାନ୍ତିଲତା ବାରିକଙ୍କ ଲୋକପ୍ରିୟ ଭଜନ ‘ହେ ଚକାନୟନ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=1UoiZQIlSWo]
ଏହି ଗୀତଟିକୁ ଗାଇବା ବେଳେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦେଇଥିଲେ ଶାନ୍ତିଲତା ବାରିକ।
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ।...
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଦହିହାଣ୍ଡି ଭାଙ୍ଗିବାର ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅର୍ଥାତ ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା।
ହିନ୍ଦୁଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହାନ ପରମ୍ପରା ରହିଛି। ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। ଭାଦ୍ରବ ମାସ କୃଷ୍ଣପକ୍ଷ...
ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ।
ପରମ୍ପରା ଅନୁସାରେ ଆଜି ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି...
ଗୁରୁର୍ଦେବୋ ମହେଶ୍ୱରଃ…
ଓଡ଼ିଶାଲାଇଭ୍ ବ୍ୟୁରୋ
ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ
ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ପ୍ରତିବର୍ଷ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିନରେ...
ଆରମ୍ଭ ହେଲା ଖୁଦୁରୁକୁଣୀ ଓଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇମାନଙ୍କର ଦୀର୍ଘାୟୁ କାମନା କରି ମା'ମଙ୍ଗଳାଙ୍କ ପୂଜା କରିଛନ୍ତି ଭଉଣୀମାନେ
ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଅନ୍ୟତମ ଖୁଦୁରୁକୁଣୀ ଓଷା। ଭାଦ୍ରବ ମାସ ରବିବାରରେ ମା'ମଙ୍ଗଳାଙ୍କ ଉଦେଶ୍ୟରେ...





















