କମଲ ହାସନ ବିଜେପିରେ ମିଶିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତା କମଲ ହାସନ ରାଜନୀତିକୁ ଆସିବେ ବୋଲି ବିଗତ କିଛି ଦିନ ଧରି ଘୋର ଚର୍ଚ୍ଚା ଚାଲିଥିଲା। ହାସନ ନିଜେ କହିସାରିଛନ୍ତି ଯେ ସେ ନିଜର ଏକ ଦଳ ଗଠନ କରିପାରନ୍ତି।...

ଓଡ଼ିଶା ପାଳିଲା ବିଶ୍ୱ ପର୍ଯ୍ୟଟନ ଦିବସ: ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପିଲା ରାଜଧାନୀ ରାସ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପର୍ଯ୍ୟଟନ ଦିବସକୁ ବୁଧବାର ଓଡ଼ିଶା ପର୍ଯ୍ୟଟନ ବିଭାଗ ବଡ ଜାକଜମକରେ ପାଳନ କରିଛି। ଓଡ଼ିଶା ପର୍ଯ୍ୟଟନକୁ ସମୃଦ୍ଧ କରିଥିବା ଆଦିବାସୀ ନୃତ୍ୟ, ପାଇକ ନୃତ୍ୟ ଓ ପାରମ୍ପରିକ ବାଦ୍ୟର ଝଲକ...

ମିଆଁମାର୍‌ ସୀମାରେ ସର୍ଜିକାଲ୍ ଷ୍ଟ୍ରାଇକ୍: ‘ନାଗା’ ଉଗ୍ରବାଦୀ କ୍ୟାମ୍ପକୁ ଛାରଖାର କଲେ ଭାରତୀୟ ସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସେନା ବୁଧବାର ଆଉ ଏକ କମାଲ୍ ଦେଖାଇଛନ୍ତି। ମିଆଁମାର୍ ସୀମାରେ ପ୍ରବେଶ କରି ସାହସିକତା ପ୍ରଦର୍ଶନ କରିଛନ୍ତି ଭାରତୀୟ ଯବାନ୍। ମିଆଁମାର୍‌ ସୀମାରେ ସଜିର୍କଲ୍ ଷ୍ଟ୍ରାଇକ୍ କରି 'ନାଗା' ଉଗ୍ରବାଦୀ...

ବାହୁବଲି2 ପରେ ଚୀନ୍‌ରେ ଧମାଲ୍‌ କରିବ ରଜନୀକାନ୍ତଙ୍କ ’2.0’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ’2.0’ କରିବ ଧମାଲ୍‌। ଏକସଙ୍ଗରେ ୧୫ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ ଏହି ସିନେମା। 'ବାହୁବଲି2' ପରେ ଅନ୍ୟ ଏକ ଭାରତୀୟ ଚଳଚ୍ଚିତ୍ର ସ୍କ୍ରିନ୍‌ ଉପରେ...

ଶାହାରୁଖଙ୍କ ସହ ମିତାଲି ରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ୍ ମିତାଲି ରାଜ ଏବେ ଷ୍ଟାର ପାଲଟି ଯାଇଛନ୍ତି। କେବଳ କ୍ରିକେଟ ପଡ଼ିଆରେ ନୁହେଁ, ଗ୍ଲାମର ଦୁନିଆରେ ବି ସେ ଏବେ ବଲିଉଡ୍ ଅଭିନେତ୍ରୀଙ୍କୁ ମାତ୍...

India Tourism’s Many Faces

OdishaLIVE Bureau From wine tourism to cultural tourism the spread is mind boggling “Broad, wholesome, charitable views of men and things cannot be acquired by vegetating...

ବାଣୀବିହାରରୁ ଉଠିଲା ସାଇନ୍-ଏ-ଡାଏ: ପୂଜା ଛୁଟି ପରେ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଣୀବିହାରରୁ ଉଠିଲା ସାଇନ୍-ଏ-ଡାଏ। ଉତ୍କଳ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ମଙ୍ଗଳବାର ନେଇଛନ୍ତି ଏହି ନିଷ୍ପତ୍ତି। ତେବେ ପୂଜା ଛୁଟି ପରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। କ୍ୟାମ୍ପସ୍‌ରେ ସ୍ୱାଭାବିକ ସ୍ଥିତି...

ଯୌନଶୋଷଣ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଉ: କୈଳାସ ସତ୍ୟାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=A3MjP4FsioQ] ଶିଶୁ ଯୌନ ଉତ୍ପୀଡ଼ନ ଓ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି ଲାଗି ଦେଶବ୍ୟାପୀ ଭାରତଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ନୋବେଲ ପୁରସ୍କାର ବିଜେତା...

ପ୍ରଭାତ ବିଶ୍ୱାଳଙ୍କୁ ପୁଣିଥରେ ଝଟକା: ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପୁଣି ଥରେ ଝଟକା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ମାମଲାର ଗୁରୁତ୍ୱ ଓ ସିବିଆଇର ତଦନ୍ତକୁ...

ମୋଦିଙ୍କ ଗଡ଼ ଗୁଜୁରାଟରେ ରାହୁଲ: ଚା’ ଖଟିରେ ବସିଲେ, ଶଗଡ଼ରେ ବୁଲିଲେ

ଓଡିଶାଲାଇଭ୍ ବ୍ୟୁରୋ ଦୁଇ ଦଶନ୍ଧି ହେଲା କଂଗ୍ରେସର କୌଣସି ନେତା ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସି ନାହାନ୍ତି। ରାହୁଲ ଗାନ୍ଧି ହେଉଛନ୍ତି ପ୍ରଥମ କଂଗ୍ରେସ ନେତା, ଯିଏକି ଦୁଇ ଦଶନ୍ଧି ପରେ ୩...