‘ଟେକ୍ ନ୍ୟାଭ’ ୱେବସାଇଟର ଦାବି: ଫେସବୁକରେ ‘ବିଏଫ୍ଏଫ୍’ ଲେଖିବା ଗୁଜବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେସବୁକ୍ କମେଣ୍ଟ ବକ୍ସରେ 'ବିଏଫ୍ଏଫ୍' ଲେଖିବାକୁ ଗୁଜବ କହିଛି 'ଟେକ୍ ନ୍ୟାଭ' ୱେବସାଇଟ୍। ଯେଉଁମାନେ ଏହି ମେସେଜକୁ କମେଣ୍ଟ ବକ୍ସରେ ଟାଇପ୍‌ କରୁଛନ୍ତି ସେମାନେ ଏଥିରୁ ଦୂରେଇ ରହିବାକୁ ଏହି ସଂସ୍ଥା...

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ଚାଳକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନୁଗୁଳ ଜିଲ୍ଲା ଜରାସିଂହ ନିକଟରେ ଘଟିଛି ଅଭାବନୀୟ ଘଟଣା। ଜିନ୍ଦଲ କାରଖାନାରୁ ମାଲ୍ ନେଇ ଟ୍ରେନ୍‌ଟି ଷ୍ଟେସନ୍ ଯାଉଥିବା ବେଳେ ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି। ଫଳରେ ଟ୍ରେନ୍ ଚାଳକଙ୍କ ମୃତ୍ୟୁ...

କେମିତି ଚିହ୍ନଟ କରିବେ ବ୍ରେନ୍ ଟ୍ୟୁମର? ଏହାର ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ବ୍ରେନ ଟ୍ୟୁମର୍ ଏକ ଘାତକ ରୋଗ ଭାବେ ଉଭା ହୋଇଛି। ଲଗାତାର ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।   ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। କିନ୍ତୁ...

ଚାରା ଘୋଟାଲାରେ ପୁଣି ଲାଲୁଙ୍କୁ ଦଣ୍ଡାଦେଶ : ୧୪ବର୍ଷ ଜେଲ ସାଙ୍ଗକୁ ୬୦ଲକ୍ଷ ଜରିମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ରେ ଥାଇ ବି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ମୁଣ୍ଡବିନ୍ଧା କମିନି। ଚାରା ଘୋଟାଲାର ଚତୁର୍ଥ କେସରେ ଦୋଷୀ ସାବ୍ୟସ୍ତ ହୋଇ  ଲାଲୁଙ୍କୁ ୧୪ ବର୍ଷ ଜେଲ ସାଙ୍ଗକୁ ୬୦ଲକ୍ଷ ଟଙ୍କାର ଜରିମନା...

ଓଡ଼ିଶା ଛାଡ଼ିଲେ ଏସସି ଜମିର : ଭୁବବେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର ଏସସି ଜମିର ଓଡ଼ିଶା ଛାଡ଼ିଛନ୍ତି। ଭୁବନେଶ୍ୱର ବିମାନବନ୍ଦରଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ଓଡ଼ିଶାରୂ ବିଦାୟ ନେଇଛନ୍ତି ପୂର୍ବତନ ରାଜ୍ୟପାଳ ଏସସି ଜମିର। ୨୦୧୩ ମସିହା...

ବଜେଟରେ କ୍ରୀଡ଼ା ବିକାଶ ଉପରେ ଫୋକସ୍, ପୁରୁଷ ହକି ବିଶ୍ୱକପ୍ ପାଇଁ ୧୨୫ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବଜେଟରେ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୧୮ ନଭେମ୍ବରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦୧୮ ନଭେମ୍ବରରେ କଳିଙ୍ଗ...

ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୨୩: ଖୋଲିଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ଼ରେ ନବବିବାହିତଙ୍କ ସୁନାର ସଂସାରକୁ ଉଜାଡ଼ି ଦେଲା ପାର୍ସଲ ବୋମା। ଏହି ଘଟଣାକୁ ମାସେ ପୂରିଥିଲେ ବି ପୋଲିସ ଏହାର ଖିଅ ପାଉନି। ମାସେ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦିଆଯାଇଛି।...

ହକି ଖେଳିବେ ଅନୁଭବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ହକି ଖେଳିବାକୁ ଯାଉଛନ୍ତି। ହେଲେ ରିୟଲରେ ନୁହେଁ ରିଲରେ ହକି ଖେଳିବେ ଅନୁଭବ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କିଙ୍କ ଜୀବନୀକୁ ନେଇ ନିର୍ମାଣ...

୧୬ ହଜାର ୭୬୫ କୋଟିର ସ୍ୱତନ୍ତ୍ର କୃଷି ବଜେଟ୍: ଜଳସେଚନକୁ ଗୁରୁତ୍ୱ ଦେଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ୮ଟି ମେଗା ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କା ବ୍ୟୟବରାଦ ଉଦ୍ୟାନ କୃଷିର ବିକାଶ ପାଇଁ ୧୦୪ କୋଟି ମୃତ୍ତିକା...

ସୁବାସ ଦାସଙ୍କ କଣ୍ଠରେ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=wssdGTn_Kog] ‘ଛୋଟ ମୋର ଗାଁ’ଟି ଗୀତଟି ପ୍ରଖ୍ୟାତ କବି ସଚ୍ଚି ରାଉତରାୟଙ୍କର ଏକ ଅନବଦ୍ୟ ଏବଂ ଅଭୁଲା ସୃଷ୍ଟି । ଦେଶବିଦେଶରେ ଥିବା ଓଡ଼ିଆଙ୍କ ପ୍ରାଣରେ ଆଜିବି ଏହା ବେଶ୍ ଆବେଗ...