ଗର୍ଭନିରୋଧକ ବଟିକା ଖାଉଛନ୍ତି କି? ହୋଇପାରେ କ୍ୟାନସର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଅବହେଳା ଏବଂ...
ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଜିଉଙ୍କ ରତ୍ନଭଣ୍ଡାର ସବୁବେଳେ ରହସ୍ୟମୟ ହୋଇ ରହି ଆସିଛି। ଏହି ଭଣ୍ଡାରରେ କ'ଣ ଏବଂ କେତେ ପରିମାଣର ଅଳଙ୍କାର ରହିଛି ତାହା ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି। ଏବେ ଏହି...
ବିଧାନସଭା ଅଚଳ, ଗୁରୁବାର ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଧୋଇ ହୋଇଗଲା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ। ବନବିରା ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି ଏବଂ ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପି ସଭ୍ୟ ଗୃହରେ ହଙ୍ଗାମା କରିବାରୁ ବାଚସ୍ପତି...
ଓଡ଼ିଶାର ୪ଟି ବିଶ୍ଵବିଦ୍ୟାଳୟକୁ ମିଳିଲା ୟୁଜିସି ଅଟୋନୋମି
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନିଭରସିଟି ଗ୍ରାଣ୍ଟ୍ସ କମିଶନ ପକ୍ଷରୁ ଅଟୋନୋମି
ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ଅଟୋନୋମି କ୍ଷମତା
ଉତ୍କଳ ବିଶ୍ଵବିଦ୍ୟାଳୟ ସମେତ ରାଜ୍ୟର ୪ଟି ଶିକ୍ଷାନୁଷ୍ଠାନ
କଟକର ନାସନାଲ ଲ’ ୟୁନିଭରସିଟିକୁ ଅଟୋନୋମି
ଉତ୍କଳ ବିଶ୍ଵବିଦ୍ୟାଳୟ...
୪୧ଟି ଆପ୍କୁ ବିପଦଜନକ ଘୋଷଣା କଲେ ଭାରତ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ଓ ସୁରକ୍ଷା ପାଇଁ ଭାରତ ସରକାର ଆଣ୍ଡ୍ରଏଡ୍ /ଆଇଓଏସ୍ ଫୋନ୍ରେ ବ୍ୟବହୃତ ୪୧ଟି ଚୀନ ଆପ୍କୁ ବିପଦଜନକ ଘୋଷଣା କରିଛନ୍ତି। ଏହି ଆପ୍ ଦ୍ୱାରା ବ୍ୟକ୍ତିଗତ...
ରୁପି ସମସ୍ୟା ଦୂର କରିବ ମେଥି
ଓଡ଼ିଶାଲାଇଭ୍ ବ୍ୟୁରୋ
କେଶରେ ରୁପି ଭଳି ସମସ୍ୟା ଦେଖାଦେବା ଏବେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି। କେବଳ କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ଏହି ସମସ୍ୟାକୁ ଦୂର କରାଯାଇପାରିବ।
ତେବେ ଆସନ୍ତୁ...
ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ: କିଛି ଅସ୍ଵାଦୁକର ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଥିଲେ। ତାଙ୍କର ଏହି ପହିଲି ଆଗମନ କିନ୍ତୁ ଅନେକ ଅସୁନ୍ଦର ବିବାଦକୁ ଜନ୍ମ ଦେଇଥିଲା । ଏହି ସବୁ...
ଫିଲ୍ମ ଫ୍ଲପ୍ ହେଲେ ଟଙ୍କା ଫେରାନ୍ତି ଷ୍ଟାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ଼ ହେଉ କି ସାଉଥ୍ ଇଣ୍ଡଷ୍ଟ୍ରି ହେଉ, ସବୁଠି ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ସିନେମା ରିଲିଜ୍ ହୋଇଥାଏ। ଏଥିମଧ୍ୟରୁ ଖୁବ୍ କମ୍ ସଂଖ୍ୟକ ସିନେମା ସୁପରହିଟ୍ ବା ବ୍ଲକବଷ୍ଟର୍...
ପୁରୁଣା ଖବର କାଗଜରୁ ରିମା ପଢ଼ିଲେ ସ୍ୱାମୀଙ୍କ ମୃତ୍ୟୁ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦରପୋଡ଼ା ଶରୀରକୁ ନେଇ କଟକ ବଡ଼ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ରିମା। ଏହି ସଂଘର୍ଷ ଭିତରେ ଆଉ ଏକ ଦୁଃଖଦ ଘଟଣା ତାଙ୍କ ମୁଣ୍ଡରେ ପାହାଡ଼ ହୋଇ ଛିଡ଼ି...
୪୩ ଜଣଙ୍କୁ ‘ପଦ୍ମ’ ପୁରସ୍କାର ଦେଲେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟରେ ୪୩ ଜଣଙ୍କୁ 'ପଦ୍ମ' ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ। ଏପ୍ରିଲ ୨ରେ ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ କରାଯିବ।
ରାଷ୍ଟ୍ରପତି...





















