ଚୀନ୍‌ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ହ୍ୱାଟ୍ସ ଆପ୍‌ ୟୁଜର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟ୍ରେ ହ୍ୱାଟସ୍‌ ଆପ୍‌। ଭାରତୀୟ ହ୍ୱାଟସ୍‌ ଆପ୍‌ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଚୀନ୍ ତଥ୍ୟ ଚୋରି କରୁଥିବା ଭାରତୀୟ ସେନା ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ବ୍ୟାଙ୍କ ଆକାଉଣ୍ଟ...

ବିଧାନସଭାର ବଜେଟ ଅଧିବେଶନ ପାଇଁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗବାରଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଶେଷ ହେବ ଅଧିବେଶନ ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୩୧ ଯାଏଁ ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧ରୁ ମେ ୫...

ଜଙ୍ଗଲ ନିଆଁ ରୋକିବାକୁ ଜଙ୍ଗଲ ବିଭାଗର ଯୋଜନା: ପ୍ରସ୍ତୁତ ହେଲା ସ୍ଵତନ୍ତ୍ର ଆପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଙ୍ଗଲୀ ନିଆଁ ରୋକିବାକୁ ରାଜ୍ୟ ସରକାର ଆଣିଛନ୍ତି ଏକ ସ୍ଵତନ୍ତ୍ର ଆପ୍। ଏହାସହ ଜଙ୍ଗଲ ବିଭାଗ ପକ୍ଷରୁ ହ୍ଵାଟ୍ସଆପ୍‌ରେ ଫରେଷ୍ଟ୍‌ଫାୟାର୍ ଆଲର୍ଟ ନାଁରେ ଏକ ସ୍ଵତନ୍ତ୍ର ଗ୍ରୁପ୍ କରାଯାଇଛି। ଖରାଦିନ ଆସିବା କ୍ଷଣି...

ହୋ-ହଲ୍ଲା ଭିତରେ ଆଗତ ହୋଇପାରିଲାନି ଅନାସ୍ଥା ପ୍ରସ୍ତାବ: ସଂସଦ ମୁଲତବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦି ସରକାରଙ୍କ ବିରୁଦ୍ଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ସଂସଦରେ ଆଗତ ହୋଇପାରିନାହିଁ। ବିରୋଧୀଙ୍କ ହୋ-ହଲ୍ଲା ଭିତରେ ସଂସଦକୁ ଆସନ୍ତାକଲି ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି। ସୋମବାର ଦିନ ଲୋକସଭାରେ ଟିଡିପି, ଓ୍ଵାଇଏସ୍‌ଆସିପି ଏବଂ...

ଶେଷ ବଲ୍‌ରେ କାର୍ତ୍ତିକଙ୍କ ବିଜୟୀ ଛକା: ମିଆଁଦାଦଙ୍କ ୩୨ବର୍ଷ ପୁରୁଣା ରେକର୍ଡ ଫିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନେଶ୍ କାର୍ତ୍ତିକଙ୍କ ଶେଷ ବଲରେ ଦର୍ଶନୀୟ ଛକା ଆଗରେ ଫିକା ପଡ଼ିଯାଇଛି ୩୨ ବର୍ଷ ପୁରୁଣା ଜାଭେଦ୍ ମିଆଁଦାଦଙ୍କ ଶେଷ ବଲରେ ଛକା। ବାଂଲାଦେଶ ବିପକ୍ଷରେ ଭାରତର ଦମ୍‌ଦାର ସିରିଜ୍ ବିଜୟ। ଏହି...

ସରଗରମ ହେବ ବିଧାନସଭା ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡିଶା ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ଅନ୍ୟ ଅଧିବେଶନ ଅପେକ୍ଷା ଏହି ଅଧିବେଶନ ଅଧିକ ସରଗରମ ହେବାର ସମ୍ଭାବନା ରହିଛି। ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।...

ପ୍ରଥମ ସିନେମାରେ ଫ୍ଲପ୍ ହୋଇ ଏବେ ଓଲିଉଡରେ ସୁପରଷ୍ଟାର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ    ବଲିଉଡ୍ ଭଳି ଓଲିଉଡରେ ଏମିତି କିଛି ନାୟିକା ଅଛନ୍ତି ଯେଉଁମାନେ ପ୍ରଥମ ଫିଲ୍ମରେ ଷ୍ଟାର୍ ହୋଇଯାଇଥିଲେ। ଅପରପକ୍ଷରେ ଆଉ କିଛି ଏମିତି ନାୟିକା ବି ଅଛନ୍ତି, ଯେଉଁମାନଙ୍କର ପ୍ରଥମ ସିନେମା...

ରାମନବମୀ ପାଇଁ ପ୍ରଶାସନ ସଜାଗ: ଭଦ୍ରକ ସହରରେ ଲାଗିଲା୧୪୪ ଧାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀରାମ ନବମୀ ଯାତ୍ରା ପୂର୍ବରୁ ଭଦ୍ରକ ସହରରେ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ସହରରେ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶନିବାର ସନ୍ଧ୍ୟା ୬ଟାରୁ ଅନିର୍ଦ୍ଦିଷ୍ଟ...

ହସ୍ପିଟାଲ ଗଲେ ଲାଲୁ, ଜେଲ୍‌ରେ ହୋଇଗଲେ ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ହୋଇଛନ୍ତି ଅସୁସ୍ଥ। ଜେଲ୍‌ରେ ଅସୁସ୍ଥ ହୋଇଯାଇଛନ୍ତି ଆରଜେଡି ନେତା ଲାଲୁ...

ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି: କହିଲେ, “ଅବହେଳିତଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ଦରକାର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତି ଉଦ୍ଦେଶ୍ୟରେ ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପଣ କରିବା ପରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସରେ ଯୋଗଦେଇ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ବିଭିନ୍ନ ପରାମର୍ଶ। "ଆଇନଜୀବୀମାନେ କୋର୍ଟର ଜଣେ ଜଣେ...