୨୦୦୭ରୁ ୨୦୧୮: ମାଓବାଦୀ ନେଲେଣି କେତେ ଯବାନଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ...

ରାଜ୍ୟସଭା ନିର୍ବାଚନ: ତିନି ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସସଭା ନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିଲା ପ୍ରାର୍ଥିପତ୍ର ଯାଞ୍ଚ। ଯାଞ୍ଚ ପରେ ବିଜେଡିର ତିନି ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ଜଣ ବିଜେଡି...

ଆଇଆଇଡି ବିସ୍ଫୋରଣ: ସହିଦ ୯ ଜଣଙ୍କ ଭିତରେ ଜଣେ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀଙ୍କ ଭୟଙ୍କର ବିସ୍ଫୋରଣରେ ୯ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ୯ ଜଣଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ। ଛତିଶଗଡ ସୁକମାରେ ନକ୍ସଲମାନେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୯...

ସୁକମାରେ ବଡ଼ ଧରଣର ମାଓ ହମଲା: ଆଇଆଇଡି ବିସ୍ଫୋରଣରେ ୯ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ସୁକ୍‌ମା ଜିଲ୍ଲାରେ ଆଇଆଇଡି ବିସ୍ଫୋରଣ ଘଟିବାରୁ ୯ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ସୁକ୍‌ମା ଜିଲ୍ଲାରେ ବଡ଼ ଧରଣର ମାଓ ହମଲା ହୋଇଛି। କିସ୍ତାରାମ ଅଞ୍ଚଳରେ...

ଠିକାଦାରଙ୍କୁ ଗୁଳିମାଡ଼: ସୁଶାନ୍ତ-ରଞ୍ଜିତାଙ୍କୁ ରିମାଣ୍ଡରେ ନେଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ। କଟକ ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେବା ପରେ ସଦର ପୋଲିସ ଏହି ଦୁଇ...

ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପୋଲିସର ନୈତିକ କର୍ତ୍ତବ୍ୟ: ଡିଜିପି ଆରପି ଶର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ପୋଲିସ ଭବନଠାରେ ଆରମ୍ଭ ହୋଇଛି ତିନିଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲି -ପବ୍ଲିକ୍ ସମ୍ପର୍କକୁ ଦୃଢ଼ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି ଡିଜିପି ଆର୍ ପି ଶର୍ମା। ୬୦ତମ ପୋଲିସ୍...

ଓଜନ କମାଏ କାକୁଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେଦବହୁଳତା କମ୍ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କାକୁଡ଼ି ବେଶ୍ ସହାୟକ ହୋଇଥାଏ। କେବଳ କାକୁଡ଼ି ନୁହେଁ, କାକୁଡ଼ି ଚୋପା ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ। ଗ୍ରୀଷ୍ମଋତୁରେ କାକୁଡ଼ିର ଚାହିଦା ବେଶୀ...

ଆଜିଠୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବେ ଶିକ୍ଷା ସହାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷା ସହା଼ୟକ ୪ଟି ଦାବି ମାନିଲେ ରାଜ୍ୟ ସରକାର ବଦଳିଲା ଶିକ୍ଷା ସହାୟକଙ୍କ ନାଁ ସପ୍ତମ ବେତନ କମିସନଙ୍କ ସୁପାରିଶ ଅନୁଯାୟୀ ରାଜ୍ୟ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ୫୦ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଂଲାଦେଶ ଢାକାରୁ ନେପାଳ ରାଜଧାନୀ କାଠମାଣ୍ଡୁ ଆସୁଥିବା ବିମାନ ତ୍ରିଭୁବନ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆକାଶ ଧୂଆଁମୟ ହୋଇ ଯାଇଥିଲା।...

ପ୍ରସାଦଙ୍କୁ ନେଇ କଂଗ୍ରେସରେ ବଢ଼ିଲା କଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତିଙ୍କୁ ନେଇ ପୁଣି ଅଡ଼ୁଆ ବଢ଼ିଛି। କଂଗ୍ରେସ ନେତା ଶରତ ରାଉତ ରବିବାର ଯେଉଁ ପ୍ରଶ୍ନ କରିଥିଲେ ସୋମବାର ତାରା ପ୍ରସାଦ ବାହିନୀପତି ସମାନ ପ୍ରଶ୍ନ ପଚାରି କନ୍ଦଳକୁ ତୀବ୍ର...