ନାଗାଲାଣ୍ଡ-ତ୍ରିପୁରାରେ ବିଜେପି ସରକାର, ମେଘାଳୟରେ ଚିତ୍ର ଅସ୍ପଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର-ପୂର୍ବ ରାଜ୍ୟରେ କମାଲ୍ ଦେଖାଇଛି ବିଜେପି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ବିଜ଼ୟ ବାନା ଉଡ଼ାଇଛି ଏହି ଦଳ। ବିଜେପି ସପକ୍ଷରେ ତ୍ରିପୁରା ଏବଂ ନାଗାଲାଣ୍ଡବାସୀ ସ୍ପଷ୍ଟ ବହୁମତ ଦେଇଥିବା ବେଳେ ମେଘାଳୟରେ...

୨୫ ବର୍ଷ ପରେ ତ୍ରିପୁରା ଦଖଲ କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତ୍ରିପୁରାରେ ୨୫ ବର୍ଷର ବାମ ଶାସନର ଅନ୍ତ ଘଟିଛି। ଏହି ରାଜ୍ୟରେ ବିଜେପି ମ୍ୟାଜିକ୍ କାମ କରିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଛି।...

ଏସିଆ କୁସ୍ତି ଚାମ୍ପିଅନସିପ୍: ସ୍ଵର୍ଣ୍ଣ ଜିତି ଇତିହାସ ରଚିଲେ ନବଜୋତ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ଭାରତୀୟ ମହିଳା ଭାବେ ସିନିୟର୍‌ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣପଦକ ଜିଣି ଭାରତୀୟ ମଲ୍ଲଯୋଦ୍ଧା ନବଜୋତ୍‌ କୌର୍‌ ଇତିହାସ ରଚିଛନ୍ତି। କିର୍‌ଗିଜ୍‌ସ୍ଥାନର ବିସ୍‌କେକ୍‌ଠାରେ ଅନୁଷ୍ଠିତ ସିନିୟର୍‌ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ରେ ୬୫ କିଲୋ ଫ୍ରି’ଷ୍ଟାଇଲ୍‌...

ରିଆଲିଟି ସୋ’ରୁ ସିନେ ଅଭିନେତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରିବା ସେତେଟା ସହଜ ନୁହେଁ। କିନ୍ତୁ ଓଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦକ୍ଷ ଅଭିନୟ ଦ୍ୱାରା ଫିଲ୍ମ ପରଦାରେ ଅଭିନେତ୍ରୀ ହେବାର ସୌଭାଗ୍ୟ ଲାଭ...

କିନ୍ନର ଖେଳିଲେ ହୋଲି, ରଙ୍ଗ ବୋଳି ଖୁସି ବାଣ୍ଟିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୋଳବିମାନ କାନ୍ଧେଇଲେ କିନ୍ନର ରଙ୍ଗ ଖେଳି ଖୁସି ମନାଇଲେ ଦିବ୍ୟାଙ୍ଗ ପିଲାଙ୍କ ଗହଣରେ ନାଚିଲେ ରଙ୍ଗର ପର୍ବ ହୋଲିରେ ମତୁଆଲା ହୋଇଛନ୍ତି ସମସ୍ତେ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ହୋଲିର ମଜା ନେଇଥିବା...

ସଚିନଙ୍କ ରେକର୍ଡ ଭାଙ୍ଗି ପାରିବେ କି କୋହଲି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି କ୍ରିକେଟ ପିଚ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ଅଛି ଯାହା କୋହଲିଙ୍କୁ ଭାଙ୍ଗିବା ପାଇଁ ହୋଇପାରେ...

ଗୀଷ୍ମଋତୁରେ କେମିତି ରଖିବେ ତ୍ଵଚାର ଯତ୍ନ: ଜାଣି ରଖନ୍ତୁ କିଛି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ରୀଷ୍ମଋତୁରେ ଅତ୍ୟଧିକ ଖରା ଯୋଗୁ ତ୍ଵଚା ଉପରେ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥାଏ। ଖରାକୁ ବାହାରିବା ପୂର୍ବରୁ ସାବଧାନ ନରହିଲେ ତ୍ଵଚା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥାଏ। ସାଧାରଣତଃ ଗରମ...

ବିଦେଶରେ ବି ଧୁମଧାମରେ ପାଳନ ହୁଏ ହୋଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ଭାରତରେ ନୁହେଁ ବିଶ୍ଵର ବହୁକୋଣରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ଭାରତର ପର୍ବ ହୋଲି କିନ୍ତୁ ବିଦେଶରେ ଧିରେ ଧିରେ ବେଶ୍ ଲୋକପ୍ରିୟତା ହାସଲ କରୁଛି। ଆମେରିକାର ସ୍ପେନିଶ୍...

ରୂପେଲି ପରଦାରେ ରଙ୍ଗର ଛିଟା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ହୋଲି ରଙ୍ଗରେ ମତୁଆଲା ହୋଇଛନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ। ବିଗ୍‌-ବି ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ସେଲିବ୍ରିଟି ପରଦାରେ ଖିବ୍ ନିଆରା ଢଙ୍ଗରେ...

କାର୍ତ୍ତି ଚିଦାମ୍ବରମଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ଗିରଫ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ୬ ଦିନିଆ ରିମାଣ୍ଡରେ ନେଇଛି। ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ସିବିଆଇ ୧୪ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ହେଲେ କୋର୍ଟ...