ବିଜେପୁର ପାଇଁ ବିଜେଡିର କ’ଣ ଥିଲା ରଣନୀତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନରେ ଦମ୍ ଦେଖାଇଛି ବିଜେଡି। ପ୍ରତିପକ୍ଷଙ୍କୁ ମାତ୍ ଦେଇ ବିଜୟ ବାନା ଉଡ଼ାଇଛି ଶାସକ ଦଳ। ଆଗୁଆ ରଣନୀତି ଏବଂ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରି ବିଜେଡି ପ୍ରତିପକ୍ଷ ବିଜେପି-କଂଗ୍ରେସ...
ଏଥର ହୋଲି ଖେଳିବେନି ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=4JPBWow-JKE]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ରଙ୍ଗର ପର୍ବ ହୋଲିକୁ ଉପଭୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଥଣ୍ଡା ହୋଇଥିବାରୁ ଚଳିତବର୍ଷ ସେ ହୋଲି ଖେଳିବେ ନାହିଁ...
ଜ୍ୱାଇଁ ପ୍ରସାଦଙ୍କ ଇସ୍ତଫା ନେଇ ସୁରଙ୍କ ଗୁଗୁଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସାଦ ହରିଚନ୍ଦନ ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରସାଦ ହରିଚନ୍ଦନଙ୍କ ଶ୍ୱଶୁର ସୁର ରାଉତରାୟ। ବିଜେପୁର ଉପ-ନିର୍ବାଚନରେ ଦଳର ବିପର୍ଯ୍ୟୟ ଏବଂ ପ୍ରସାଦଙ୍କୁ ହଟାଇବା ପଛରେ ୩...
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରିତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=hLrtUl1IhJg]
ବିପୁଳ ଭୋଟରେ ବିଜେପୁର ଉପନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ ରିତା ସାହୁ ।
ଶହଶହ ପ୍ରଶଂସକଙ୍କ ସହ ଗୁରୁବାର ଦିନ ନବୀନ ନିବାସକୁ ଆସି...
ବିଜେପୁର ଆଣିଛି ବିଜେପି ପାଇଁ ଆତ୍ମସମୀକ୍ଷାର ବେଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଜନାଦେଶକୁ ନମ୍ରତାର ସହ ଗ୍ରହଣ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରାଜୟକୁ ଗ୍ରହଣ କରିବା ସହ ଦଳ ଆତ୍ମସମୀକ୍ଷା କରି ପରାଜୟର କାରଣ ଖୋଜିବ ବୋଲି ଟୁଇଟ୍...
ଭୁଶୁଡ଼ିଲା କଂଗ୍ରେସ ଦୁର୍ଗ, ଗଡ଼ ଜଗି ପାରିଲେନି ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ହାତରୁ ଖସିଗଲା ବିଜେପୁର ଆସନ। ଗଡ଼ ରକ୍ଷା କରି ପାରିଲେନି କଂଗ୍ରେସ ନେତା। ତୃଣମୂଳ ସ୍ତରର ନେତା ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି କଂଗ୍ରେସ ବିଜେପୁରରେ ରଣହୁଙ୍କାର ଦେଇଥିଲେ ମଧ୍ୟ...
ଥ୍ୟାଙ୍କ୍ ୟୁ, ବିଜେପୁର – ନବୀନ ପଟ୍ଟନାୟକ
ପ୍ରମୁଖ ସମ୍ବାଦଦାତା, ଓଡ଼ିଶାଲାଇଭ୍
[youtube https://www.youtube.com/watch?v=-FCO5FyxgqU]
“୨୦୧୯ରେ ବିଜେଡି ପୁଣି ସରକାର ଗଢ଼ିବ”
“ବିଜେପୁରବାସୀ ଦେଲେ ହିଂସାର ଜବାବ”
“ବିଜେପିର ମିଶନ ୧୨୦ ଏକ ବାହାସ୍ଫୋଟ”
୨୦୧୯ ନିର୍ବାଚନରେ ବିଜେଡି ପୁଣି ସରକାର ଗଢ଼ିବ।...
ଗିରଫ ହେଲେ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଆଇନ ଅର୍ଥ କାରବାର ଅଭିଯୋଗରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ସିବିଆଇ ଗିରଫ କରିଛି।
ବେଆଇନ ଅର୍ଥ କାରବାର ଅଭିଯୋଗରେ ଲଣ୍ଡନରୁ ଭାରତ ଫେରୁ ଥିବାବେଳେ ଚେନ୍ନାଇ ବିମାନବନ୍ଦରରୁ...
ବିଜେପୁରବାସୀଙ୍କ ସୁଖଦୁଃଖରେ ସାଥୀ ହେବି: ରିତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
"ବିଜେପୁର ଭୋଟରଙ୍କ ଉପରେ ଆମର ବିଶ୍ୱାସ ରହିଥିଲା। ସେମାନେ ଆମ ବିଶ୍ବାସକୁ ଅତୁଟ ରଖିଛନ୍ତି। ବିଜେଡି ପ୍ରତି ସେମାନେ ସମର୍ଥନ ଜଣାଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ମୋ ସ୍ୱାମୀ...
ବିଶ୍ଵର ସର୍ବକନିଷ୍ଠ ଅଧିନାୟକ ରଶିଦ୍ ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବଦା ଗୃହଯୁଦ୍ଧର ସାମ୍ନା କରୁଥିବା ଆଫଗାନିସ୍ତାନ ଲୋକଙ୍କୁ ଖୁସି ମନାଇବା ପାଇଁ ଖୁବ୍ କମ ସୁଯୋଗ ମିଳିଥାଏ। ଏଥର କିନ୍ତୁ ଦେଶକୁ ଏଭଳି ଏକ ଚେହେରା ମିଳିଛି । ଯିଏକି ନିଜ...





















